Jump to content

ଡେନିଲିଉକିନ ଡିଫ୍ଟିଟକ୍ସ

ଉଇକିପିଡ଼ିଆ‌ରୁ
ଡେନିଲିଉକିନ ଡିଫ୍ଟିଟକ୍ସ
Clinical data
Pronunciationden" i loo' kin dif' ti tox[୧]
Trade namesOntak
AHFS/Drugs.commonograph
MedlinePlusa611024
Pregnancy
category
  • US: C (Risk not ruled out)
Routes of
administration
Intravenous
Legal status
Legal status
Pharmacokinetic data
Elimination half-life70-80 min
Identifiers
  • Diphtheria toxin-Interleukin-2 fusion protein
Chemical and physical data
FormulaC2560H4042N678O799S17
Molar mass୫୭,୬୪୭.୪୬ g·mol−1
  (verify)

ଡେନିଲିଉକିନ ଡିଫ୍ଟିଟକ୍ସ, (ଇଂରାଜୀ ଭାଷାରେ Denileukin diftitox), ଓଣ୍ଟାକ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ୟୁଟାନିଅସ ଟି-ଜୀବକୋଷ ଲିମ୍ଫୋମା (CTCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] କେତେକ ନିର୍ଦ୍ଦିଷ୍ଟ ମାମଲାରେ ଏହା ବ୍ୟବହୃତ ହୁଏ ଯାହା ନିମନ୍ତେ ଅନ୍ୟ ଚିକିତ୍ସା ବିଫଳ ହୋଇଥାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଜ୍ୱର, ବାନ୍ତି, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ଯକୃତ ସମସ୍ୟା, ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା, ଅଗ୍ନାଶୟ ରୋଗ ଏବଂ ଫୁସଫୁସ ଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ଫ୍ୟୁଜନ୍ ପ୍ରୋଟିନ୍ ଯାହା ମାନବ ଇଣ୍ଟରଲିଉକିନ୍-୨ (ଆଇଏଲ୍-୨) ସ‌ହିତ ଡିଫଥେରିଆ ଟକ୍ସିନ୍ ଖଣ୍ଡର ମିଶ୍ରଣ ହୋଇଥାଏ ।[୧]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେନିଲିଉକିନ ଡିଫ୍ଟିଟକ୍ସ ଅନୁମୋଦିତ ହୋଇଥିଲା ।[୨] ପ୍ରସ୍ତୁତ ହେବା ପରେ ଏହି ଔଷଧ ଦେବା ଆରମ୍ଭ ହେଲାବେଳେ ଚିକିତ୍ସିତ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୨୫,୦୦୦ ରୁ ୫୦,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୩] ଏହା ଅବଶ୍ୟ ଉତ୍ପାଦନରେ ଅସୁବିଧା ହେତୁ ୨୦୧୪ ମସିହାରେ ବନ୍ଦ ହୋଇଗଲା । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Denileukin Diftitox". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 23 December 2021.
  2. ୨.୦ ୨.୧ ୨.୨ "Denileukin Monograph for Professionals". Drugs.com (in ଇଂରାଜୀ). Archived from the original on 30 November 2021. Retrieved 23 December 2021.
  3. "FDA approves Ligand's Ontak for cutaneous T cell lymphoma - Pharmaceut". www.thepharmaletter.com. Archived from the original on 11 January 2022. Retrieved 23 December 2021.
  4. Shafiee, Fatemeh; Aucoin, Marc G.; Jahanian-Najafabadi, Ali (18 October 2019). "Targeted Diphtheria Toxin-Based Therapy: A Review Article". Frontiers in Microbiology. 10: 2340. doi:10.3389/fmicb.2019.02340.{{cite journal}}: CS1 maint: unflagged free DOI (link)