Jump to content

ଡେଗାରେଲିକ୍ସ

ଉଇକିପିଡ଼ିଆ‌ରୁ
ଡେଗାରେଲିକ୍ସ
Clinical data
Trade namesFirmagon, others
SynonymsFE-200486
AHFS/Drugs.commonograph
MedlinePlusa609022
data
Pregnancy
category
Routes of
administration
Subcutaneous injection
Legal status
Legal status
  • AU: S4 (Prescription only)
  • UK: POM (Prescription only) []
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability30–40%
Protein binding~90%
MetabolismSubject to common peptidic degradation during passage through the hepato-biliary system; not a substrate for the human CYP450 system
Elimination half-life23–61 days
ExcretionFeces: 70–80%
Urine: 20–30%
Identifiers
ECHA InfoCard100.234.843 Edit this at Wikidata
Chemical and physical data
FormulaC82H103ClN18O16
Molar mass୧,୬୩୨.୨୯ g·mol−1
3D model (JSmol)
  • C[C@H](C(=O)N)NC(=O)[C@@H]1CCCN1C(=O)[C@H](CCCCNC(C)C)NC(=O)[C@H](CC(C)C)NC(=O)[C@@H](Cc2ccc(cc2)NC(=O)N)NC(=O)[C@H](Cc3ccc(cc3)NC(=O)[C@@H]4CC(=O)NC(=O)N4)NC(=O)[C@H](CO)NC(=O)[C@@H](Cc5cccnc5)NC(=O)[C@@H](Cc6ccc(cc6)Cl)NC(=O)[C@@H](Cc7ccc8ccccc8c7)NC(=O)C
  • InChI=1S/C82H103ClN18O16/c1-45(2)35-60(72(107)92-59(16-9-10-33-87-46(3)4)80(115)101-34-12-17-68(101)79(114)88-47(5)70(84)105)93-74(109)63(38-51-23-30-58(31-24-51)91-81(85)116)95-76(111)64(39-50-21-28-57(29-22-50)90-71(106)66-42-69(104)100-82(117)99-66)97-78(113)67(44-102)98-77(112)65(41-53-13-11-32-86-43-53)96-75(110)62(37-49-19-26-56(83)27-20-49)94-73(108)61(89-48(6)103)40-52-18-25-54-14-7-8-15-55(54)36-52/h7-8,11,13-15,18-32,36,43,45-47,59-68,87,102H,9-10,12,16-17,33-35,37-42,44H2,1-6H3,(H2,84,105)(H,88,114)(H,89,103)(H,90,106)(H,92,107)(H,93,109)(H,94,108)(H,95,111)(H,96,110)(H,97,113)(H,98,112)(H3,85,91,116)(H2,99,100,104,117)/t47-,59+,60+,61-,62-,63-,64+,65-,66+,67+,68+/m1/s1 ☒N
  • Key:MEUCPCLKGZSHTA-XYAYPHGZSA-N ☒N
  (verify)

ଡେଗାରେଲିକ୍ସ, ଅନ୍ୟମାନଙ୍କ ମଧ୍ୟରେ ଫିରମାଗନ୍ ଏହାର ଏକ ବେପାର ନାମ, ହେଉଛି ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] [] ନିର୍ଦ୍ଦିଷ୍ଟ ଭାବରେ ଏହା ହରମୋନ୍ ନିର୍ଭରଶୀଳ ଅଗ୍ରଗାମୀ ରୋଗ ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ଉଷୁମ ଲାଲ ମୁହଁ ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, କ୍ୟୁଟି ବିସ୍ତାର, ଏବଂ ବନ୍ଧ୍ୟାକରଣହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଏହା ଏକ ଜିଏନଆରଏଚ (GnRH) ରିସେପ୍ଟର ବିରୋଧୀ ଏବଂ ଶରୀରରେ ଟେଷ୍ଟୋଷ୍ଟେରନ୍ ପରିମାଣ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।।[] []

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଗାରେଲିକ୍ସ ଅନୁମୋଦିତ ହୋଇଥିଲା ।[] []ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୮୦ ମିଗ୍ରାର ମୂଲ୍ୟ ପ୍ରୟ ୧୩୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨୦ ଡଲାର ଅଟେ ।[]

  1. 1 2 3 "Degarelix (Firmagon) Use During Pregnancy". Drugs.com. 3 February 2020. Archived from the original on 26 February 2020. Retrieved 25 February 2020.
  2. "Firmagon 120mg Injection - Summary of Product Characteristics (SmPC)". (emc). 15 January 2020. Archived from the original on 26 February 2020. Retrieved 25 February 2020.
  3. 1 2 3 4 5 "Firmagon- degarelix kit". DailyMed. 18 September 2019. Archived from the original on 12 August 2020. Retrieved 26 February 2020.
  4. 1 2 "Degarelix Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 22 December 2021.
  5. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 992. ISBN 978-0857114105.
  6. 1 2 "Firmagon". Archived from the original on 26 February 2020. Retrieved 22 December 2021.
  7. "Firmagon Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 22 December 2021.