Jump to content

ଡାକ୍ଲିଜୁମାବ

ଉଇକିପିଡ଼ିଆ‌ରୁ
ଡାକ୍ଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD25
Clinical data
Trade namesZinbryta, Zenapax
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Subcutaneous injection (MS)
    Intravenous (transplant rejection)
    Legal status
    Legal status
    Pharmacokinetic data
    Bioavailability90%
    MetabolismProteases
    Elimination half-life21 days (11–38 days)
    Chemical and physical data
    FormulaC6332H9808N1678O1989S42
    Molar mass୧,୪୨,୬୧୨.୩୯ g·mol−1
      (verify)

    ଡାକ୍ଲିଜୁମାବ ( ଇଂରାଜୀ ଭାଷାରେ Daclizumab), ଅନ୍ୟମାନଙ୍କ ମଧ୍ୟରେ ଜିନ୍ବ୍ରାଇଟା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସ (ଏମ୍ଏସ୍) ରୋଗର ପୁନଃ ପ୍ରକାଶିତ ରୋଗର ଚିକିତ୍ସା କରିବା ଏବଂ ବୃକ୍‌କ ପ୍ରତିରୋପଣ ପରବର୍ତ୍ତୀ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] [] ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଏହା ଦିଆଯାଇଥିଲା ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ରାସ, ଉଦାସୀନତା ଏବଂ ଯକୃତ ସମସ୍ୟା ଯଥା ଅଟୋଇମ୍ୟୁନ ଯକୃତ ପ୍ରଦାହ ହୋଇପାରେ ।[] ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ଆତ୍ମହତ୍ୟା ପ୍ରବଣତା, ସଂକ୍ରମଣ, କୋଲାଇଟିସ୍ ଏବଂ ଆନାଫାଇଲକ୍‌ସିସ ହୋଇପାରେ | [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଟି-କୋଷଗୁଡ଼ିକ ଉପରେ ଥିବା ସିଡି୨୫ (CD25) ସହିତ ସଂଯୁକ୍ତ ହୋଇ ତାହାକୁ ପ୍ରତିରୋଧ କରେ ।[]

    ୧୯୯୯ ମସିହାରେ ୟୁରୋପରେ ଏବଂ ୨୦୧୬ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାକ୍ଲିଜୁମାବ ଅନୁମୋଦିତ ହୋଇଥିଲା ।[] [] ୨୦୧୮ରେ ଏହା ଯୋଗୁ ୟୁରୋପରେ ଅଟୋମ୍ୟୁମ୍ୟୁନ୍ ଏନସେଫାଲାଇଟିସ୍ ଖବର ପାଇବା ପରେ ଏହାକୁ ସାରା ପୃଥିବୀର ବଜାରରୁ ପ୍ରତ୍ୟାହାର କରାଯାଇଥିଲା | [] []

    1. 1 2 "FDA working with manufacturers to withdraw Zinbryta from the market in the United States". U.S. Food and Drug Administration (FDA). Archived from the original on 27 September 2019. Retrieved 15 March 2018.
    2. 1 2 3 4 5 6 "Daclizumab Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 17 December 2021.
    3. 1 2 3 "ZENAPAX" (PDF). Archived (PDF) from the original on 11 January 2022. Retrieved 17 December 2021.
    4. "Biogen, AbbVie withdraw multiple sclerosis drug Zinbryta". Reuters. 2018. Archived from the original on 2020-11-09. Retrieved 2021-02-18.