Jump to content

ଡାଏଜୋକ୍ସାଇଡ

ଉଇକିପିଡ଼ିଆ‌ରୁ
ଡାଏଜୋକ୍ସାଇଡ
Clinical data
Trade namesProglycem, Balila
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, intravenous
    ATC code
    Legal status
    Legal status
    Pharmacokinetic data
    Protein binding90%
    MetabolismLiver oxidation and sulfate conjugation
    Elimination half-life21-45 hours
    ExcretionKidney
    Identifiers
    • 7-Chloro-3-methyl-4H-1,2,4-benzothiadiazine 1,1-dioxide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.006.063 Edit this at Wikidata
    Chemical and physical data
    FormulaC8H7ClN2O2S
    Molar mass୨୩୦.୬୭ g·mol−1
    3D model (JSmol)
    Melting point330 to 331 °C (626 to 628 °F)
    • Clc1ccc2c(c1)S(=O)(=O)/N=C(\N2)C
    • InChI=1S/C8H7ClN2O2S/c1-5-10-7-3-2-6(9)4-8(7)14(12,13)11-5/h2-4H,1H3,(H,10,11) checkY
    • Key:GDLBFKVLRPITMI-UHFFFAOYSA-N checkY
      (verify)

    ଡାଏଜୋକ୍ସାଇଡ, (ବ୍ରାଣ୍ଡ ନାମ ପ୍ରୋଗ୍ଲାଇସେମ/ Proglycem) ଏକ ଔଷଧ ଯାହା ବିଭିନ୍ନ କାରଣରୁ ଜାତ ହେଉଥିବା ନିମ୍ନ ରକ୍ତ ଶର୍କରା ସ୍ତରର ଚିକିତ୍ସା ନିମନ୍ତେ ଦିଆଯାଏ । [] ଏଥିରେ ଅପସାରଣ ଅକ୍ଷମ ଆଇଲେଟ ଜୀବକୋଷ ଅର୍ବୁଦ ଓ ଲିଉସିନ ସମ୍ବେଦନଶୀଳ କାରଣ ଥାଇପାରେ । [] ଏହା ଅମାନିଆ ସଲଫୋନିଲୁରିଆ ବିଷର ଚିକିତ୍ସାରେ ମଧ୍ୟ ଦିଆଯାଏ । [] ଏହା ସାଧାରଣତଃ ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ତରଳ ପଦାର୍ଥ ଅବଧାରଣ, କମ୍ ରକ୍ତ ପ୍ଲାଟେଲେଟ ସ୍ତର, ଦ୍ରୁତ ହୃଦସ୍ପନ୍ଦନ, କେଶ ବୃଦ୍ଧି ଏବଂ ବାନ୍ତି ହୋଇପାରେ | [] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ | [] ଏହା ରାସାୟନିକ ଭାବରେ ଥିଆଜାଇଁ ଡାଇୟୁରେଟିକ ସ‌ହିତ ସମାନ | [] ଅଗ୍ନାଶୟରୁ ଇନସୁଲିନ୍ କମାଏ ଏବଂ ଯକୃତରୁ ଗ୍ଲୁକୋଜ୍ ନିଷ୍କାସନ ବୃଦ୍ଧି କରି ଏହା କାମ କରେ | []

    ଯୁକ୍ତରାଷ୍ଟ୍ରରେ ୧୯୭୩ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡାଏଜୋକ୍ସାଇଡ ଅନୁମୋଦିତ ହୋଇଥିଲା। [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାନର ଜରୁରୀ ଔଷଧ ତାଲିକାରେ ଅଛି। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୁଲ୍ୟ ମାସକୁ ପ୍ରାୟ ୧୫୦୦ ଡଲାର୍ ଥିଲା | [] ଯୁକ୍ତରାଜ୍ୟରେ ଏହି ରାଶି ଏନଏଚଏସର ମୂଲ୍ୟ ପ୍ରାୟ £ ୫୯ ଥିଲା | []

    1. "Diazoxide Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
    2. 1 2 3 4 5 6 7 "Diazoxide Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
    3. Doyle, Máire E.; Egan, Josephine M. (2003-03-01). "Pharmacological Agents That Directly Modulate Insulin Secretion". Pharmacological Reviews (in ଇଂରାଜୀ). 55 (1): 105–131. doi:10.1124/pr.55.1.7. ISSN 1521-0081. PMID 12615955.
    4. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
    5. British national formulary : BNF 76 (76 ed.). Pharmaceutical Press. 2018. p. 708. ISBN 9780857113382.
    6. "Proglycem Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 October 2019. Typical dose is 3mg/kg * 70 kg * 30 days = 6,300 mg at 11.58 per 50 mg
    7. British national formulary : BNF 76 (76 ed.). Pharmaceutical Press. 2018. p. 708. ISBN 9780857113382.