Jump to content

ଡଗରା, ବାଲେଶ୍ୱର

ଉଇକିପିଡ଼ିଆ‌ରୁ
(ଡଗରା (ବାଲେଶ୍ଵର)ରୁ ଲେଉଟି ଆସିଛି)
ଡଗରା
ଗାଆଁ
Country India
Stateଓଡ଼ିଶା
Districtବାଲେଶ୍ୱର
Elevation
23 m (75 ft)
Languages
Time zoneUTC+5:30 (IST)
PIN
୭୫୬୦୮୩

ଡଗରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଏକ ଗାଆଁ ।[] []

ଡଗରାଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ "ପଟିଆ ଡଙ୍ଗା"ରେ ମାଛ ଧରିଥାନ୍ତି ।

ଭୂଗୋଳ

[ସମ୍ପାଦନା]

ଡଗରାର ଅବସ୍ଥାନଠାରେ ।

ଗମନାଗମନ

[ସମ୍ପାଦନା]

ଡଗରା ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୧୧ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର

ରହିବା ସୁବିଧା

[ସମ୍ପାଦନା]
  • ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
  • ଓଟିଡ଼ିସି ପାନ୍ଥଶାଳା:

ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮ []

ଦ୍ରଷ୍ଟବ୍ୟ

[ସମ୍ପାଦନା]
  1. Indiawater.gov.in
  2. ଡଗରା
  3. "ଆର୍କାଇଭ୍ କପି". Archived from the original on 2011-07-09. Retrieved 2011-05-22. {{cite web}}: Cite has empty unknown parameter: |1= (help)

ଛାଞ୍ଚ:ବାଲେଶ୍ୱର ଜିଲା