Jump to content

ଟ୍ରିଆଜୋଲାମ

ଉଇକିପିଡ଼ିଆ‌ରୁ
ଟ୍ରିଆଜୋଲାମ
Clinical data
Trade namesHalcion, others
AHFS/Drugs.commonograph
MedlinePlusa684004
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability44% (oral route), 53% (sublingual), 98% (intranasal) [[]]
    MetabolismLiver
    Onset of action30 min[]
    Elimination half-life1.5–5.5 hours
    Duration of actionUp to 4 hrs[]
    ExcretionKidney
    Identifiers
    • 8-Chloro-6-(2-chlorophenyl)-1-methyl-4H-[1,2,4]triazolo[4,3-a][1,4]benzodiazepine
    ECHA InfoCard100.044.811 Edit this at Wikidata
    Chemical and physical data
    FormulaC17H12Cl2N4
    Molar mass୩୪୩.୨୧ g·mol−1
    3D model (JSmol)
    • ClC1=CC=CC=C1C2=NCC3=NN=C(C)N3C4=CC=C(Cl)C=C42
    • InChI=1S/C17H12Cl2N4/c1-10-21-22-16-9-20-17(12-4-2-3-5-14(12)19)13-8-11(18)6-7-15(13)23(10)16/h2-8H,9H2,1H3 checkY
    • Key:JOFWLTCLBGQGBO-UHFFFAOYSA-N checkY
      (verify)

    ଟ୍ରିଆଜୋଲାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ହାଲସିଅନ୍, ହେଉଛି ଏକ ବେଞ୍ଜୋଡାଏଜେପିନ (BZD) ଶ୍ରେଣୀର ଔଷଧ ଯାହା ନିଦ୍ରାହୀନତା ସମସ୍ୟା ନିମନ୍ତେ ସ୍ୱଳ୍ପ କାଲ ପାଇଁ ବ୍ୟବହୃତ ହୁଏ ।[] ଏହା ୧୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[] ଏହାର ପ୍ରଭାବ ପ୍ରାୟ ୩୦ ମିନିଟରୁ ଆରମ୍ଭ ହୋଇ 4 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ସମନ୍ୱୟ ଅଭାବ ଏବଂ ବାନ୍ତି ହୋଇପାରେ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱାସକ୍ରିୟା, ଆତ୍ମହତ୍ୟା, ଆନାଫାଇଲକ୍ସିସ୍, ନିଶାଶକ୍ତ, ଉତ୍ତେଜନା ଏବଂ ନୂତନ ସ୍ମୃତି ଗଠନ କରିବାରେ ଅକ୍ଷମତା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଜିଏବିଏ (GABA) ନ୍ୟୁରୋଟ୍ରାନ୍ସମିଟରର ପ୍ରଭାବକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହେଉଥିବା ପରି ଜଣାଯାଏ ।[]

    ଟ୍ରିଆଜୋଲାମ ପ୍ରଥମେ ୧୯୭୦ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୭ରେ ନେଦରଲ୍ୟାଣ୍ଡରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା କିନ୍ତୁ ୧୯୮୦ରେ ସେଠାକାର ବଜାରରୁ ପ୍ରତ୍ୟାହାର କରାଯାଇଥିଲା । [] [] ୧୯୮୨ ମସିହାର ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ବିକ୍ରି ହେବାକୁ ଲାଗିଲା। [] ଯୁକ୍ତରାଷ୍ଟ୍ରରେ ଏହା ୨୮୦ତମ ସାଧାରଣ ବିକ୍ରୟ ଔଷଧ । [] [] ଯୁକ୍ତରାଷ୍ଟ୍ରରେ ଏହାର ଡୋଜ ପିଛା ପ୍ରାୟ ୧ ଡଲାର ଖର୍ଚ୍ଚ ହୁଏ | [] ୧୯୩୩ ମସିହାରେ ବ୍ରିଟେନରେ ଏହାର ବିକ୍ରୟ ନିଷେଧ କରାଯାଇଛି ।[୧୦]

    1. 1 2 "Triazolam (Halcion) Use During Pregnancy". Drugs.com. 18 September 2020. Archived from the original on 26 October 2020. Retrieved 24 October 2020.
    2. Lui, CY; Amidon, GL; Goldberg, A (1991). "Intranasal absorption of flurazepam, midazolam, and triazolam in dogs". J Pharm Sci. 80 (12): 1125–9. doi:10.1002/jps.2600801207. PMID 1815070.
    3. 1 2 3 Newman, Michael G.; Takei, Henry; Klokkevold, Perry R.; Carranza, Fermin A. (29 May 2018). Newman and Carranza's Clinical Periodontology E-Book (in ଇଂରାଜୀ). Elsevier Health Sciences. p. 871. ISBN 978-0-323-53323-2. Archived from the original on 23 September 2021. Retrieved 19 September 2021.
    4. 1 2 3 4 5 6 7 "Triazolam Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2020. Retrieved 17 September 2021.
    5. Halcion : an independent assessment of safety and efficacy data. Washington, D.C.: National Academy Press. 1997. p. Chp 3. ISBN 9780309059763. Archived from the original on 22 September 2020. Retrieved 19 September 2021.
    6. 1 2 Shorter, Edward (2005). "B". A Historical Dictionary of Psychiatry. Oxford University Press. ISBN 9780190292010. Archived from the original on 2021-08-28. Retrieved 2020-09-20.
    7. "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
    8. "Triazolam - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.
    9. "Triazolam Prices, Coupons & Savings Tips - GoodRx". GoodRx. Archived from the original on 9 November 2016. Retrieved 19 September 2021.
    10. Dyer, C (13 February 1999). "Edinburgh university fined forlack of safety checks". BMJ (Clinical research ed.). 318 (7181): 418B. doi:10.1136/bmj.318.7181.418b. PMID 9974447.