Jump to content

ଟ୍ରାଇଲାସିକ୍ଲିବ

ଉଇକିପିଡ଼ିଆ‌ରୁ
ଟ୍ରାଇଲାସିକ୍ଲିବ
Clinical data
Pronunciation/ˌtrləˈsklɪb/
TRY-lə-SY-klib
Trade namesCosela
AHFS/Drugs.commonograph
data
Routes of
administration
Intravenous
Legal status
Legal status
Identifiers
  • 4-[[5-(4-methylpiperazin-1-yl)pyridin-2-yl]amino]spiro[1,3,5,11-tetrazatricyclo[7.4.0.02,7]trideca-2,4,6,8-tetraene-13,1'-cyclohexane]-10-one
Chemical and physical data
FormulaC24H30N8O
Molar mass୪୪୬.୫୬ g·mol−1
3D model (JSmol)
  • CN1CCN(CC1)C1=CN=C(NC2=NC3=C(C=C4N3C3(CCCCC3)CNC4=O)C=N2)C=C1
  • InChI=1S/C24H30N8O/c1-30-9-11-31(12-10-30)18-5-6-20(25-15-18)28-23-26-14-17-13-19-22(33)27-16-24(7-3-2-4-8-24)32(19)21(17)29-23/h5-6,13-15H,2-4,7-12,16H2,1H3,(H,27,33)(H,25,26,28,29)
  • Key:PDGKHKMBHVFCMG-UHFFFAOYSA-N

ଟ୍ରାଇଲାସିକ୍ଲିବ (ଇଂରାଜୀ ଭାଷାରେ Trilaciclib), କୋସେଲା ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ଅସ୍ଥି ମଜ୍ଜା ଦମନ‌କୁ କମ କରିବାରେ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ଲାଟିନମ ଓ ଏଟୋପୋସିଡ୍ ପୂର୍ବରୁ କିମ୍ବା ଛୋଟ ଜୀବକୋଷ ଫୁସଫୁସ କର୍କଟର ଟୋପୋଟେକାନ୍ ଚିକିତ୍ସା ପୂର୍ବରୁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, କମ୍ ରକ୍ତ କ୍ୟାଲସିୟମ୍, କମ୍ ରକ୍ତ ପୋଟାସିଅମ୍, କମ୍ ଫସଫେଟ୍, ମୁଣ୍ଡବିନ୍ଧା ଏବଂ ନିମୋନିଆ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଏବଂ ନିମୋନାଇଟିସ୍ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଅସ୍ଥାୟୀ ଭାବରେ ସିଡିକେ୪ ଓ ସିଡିକେ୬କୁ (CDK4 ଏବଂ CDK6) ଅବରୋଧ କରି କାମ କରେ ।

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇଲାସିକ୍ଲିବ୍ ଅନୁମୋଦିତ ହୋଇଥିଲା । [୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ହୋଇନଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୩୦୦ ମିଗ୍ରା ଔଷଧ ପାଇଁ ଏହାର ମୂଲ୍ୟ ୧୬୦୦ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Cosela- trilaciclib injection, powder, lyophilized, for solution". DailyMed. Archived from the original on 24 June 2021. Retrieved 17 June 2021.
  2. "FDA Approves Drug to Reduce Bone Marrow Suppression Caused by Chemotherapy". U.S. Food and Drug Administration (FDA) (Press release). 12 February 2021. Archived from the original on 14 June 2021. Retrieved 12 February 2021.  This article incorporates text from this source, which is in the public domain.
  3. "Trilaciclib". SPS - Specialist Pharmacy Service. 21 August 2020. Archived from the original on 2 February 2022. Retrieved 31 October 2022.
  4. "Cosela Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 31 October 2022.