Jump to content

ଟ୍ରାଇମିପ୍ରାମାଇନ

ଉଇକିପିଡ଼ିଆ‌ରୁ
ଟ୍ରାଇମିପ୍ରାମାଇନ
Clinical data
Trade namesSurmontil, others
SynonymsTrimeproprimine; IF-6120; IL-6001; RP-7162; 2'-Methylimipramine; β-Methylimipramine
AHFS/Drugs.com
MedlinePlusa602010
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, intramuscular injection, intravenous
    Legal status
    Legal status
    Pharmacokinetic data
    Bioavailability41%[][][][]
    Protein binding94.9%[][][][]
    MetabolismLiver[][][][]
    Elimination half-life23–24 hours[][][][]
    ExcretionKidney[][][][]
    Identifiers
    • (±)-3-(10,11-dihydro-5H-dibenzo[b,f]azepin-5-yl)-N,N,2-trimethylpropan-1-amine
    ECHA InfoCard100.010.917 Edit this at Wikidata
    Chemical and physical data
    FormulaC20H26N2
    Molar mass୨୯୪.୪୪ g·mol−1
    3D model (JSmol)
    • c1cc3c(cc1)CCc2c(cccc2)N3CC(C)CN(C)C
    • InChI=1S/C20H26N2/c1-16(14-21(2)3)15-22-19-10-6-4-8-17(19)12-13-18-9-5-7-11-20(18)22/h4-11,16H,12-15H2,1-3H3 checkY
    • Key:ZSCDBOWYZJWBIY-UHFFFAOYSA-N checkY
      (verify)

    ଟ୍ରାଇମିପ୍ରାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସରମୋଣ୍ଟିଲ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ରମୁଖ ଅବସାଦ ବେମାରୀ ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ବ୍ୟବହାରରେ ପିଲାମାନଙ୍କ ଶୋଇବା ସମସ୍ୟା ଏବଂ ବିଛଣା ମୂତ୍ରତ୍ୟାଗ ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[] ଔଷଧ କାର୍ଯ୍ୟକ୍ଷମ ହେବାକୁ ଦୁଇ ସପ୍ତାହରୁ ଅଧିକ ଆବଶ୍ୟକ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ଛିଡ଼ା ହେବା ସହିତ ନିମ୍ନ ରକ୍ତଚାପ, ଏବଂ ଓଜନ ବୃଦ୍ଧି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତରେ ଉଚ୍ଚ ଶର୍କରା ସ୍ତର, ଯକୃତ ସମସ୍ୟା, ଆତ୍ମହତ୍ୟା ପ୍ରବଣତା ଏବଂ ଯୌନ ଅସୁବିଧା ହୋଇପାରେ।[] ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA); ତଥାପି, ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[]

    ୧୯୭୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଟ୍ରାଇମିପ୍ରାମାଇନ ଅନୁମୋଦିତ ହୋଇଥିଲା [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୫୦ ମିଗ୍ରା ବିଶିଷ୍ଟ ୨୮ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[]

    1. 1 2 3 4 5 "PRODUCT INFORMATION SURMONTIL® Tablets and Capsules" (PDF). TGA eBusiness Services. Aspen Pharmacare Australia Pty Ltd. 28 November 2012. Archived from the original on 1 November 2016. Retrieved 30 November 2013.
    2. 1 2 3 4 5 "SURMONTIL (trimipramine maleate) capsule [Duramed Pharmaceuticals Inc]". DailyMed. Duramed Pharmaceuticals Inc. December 2012. Archived from the original on 4 July 2013. Retrieved 30 November 2013.
    3. 1 2 3 4 5 "Surmontil, Trimip (trimipramine) dosing, indications, interactions, adverse effects, and more". Medscape Reference. WebMD. Archived from the original on 3 December 2013. Retrieved 30 November 2013.
    4. 1 2 3 4 5 "Trimipramine 50mg Capsules - Summary of Product Characteristics (SPC)". electronic Medicines Compendium. Zentiva. 19 November 2012. Archived from the original on 3 December 2013. Retrieved 30 November 2013.
    5. 1 2 3 4 5 6 7 "Trimipramine Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 20 September 2021.
    6. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 396. ISBN 978-0-85711-369-6.{{cite book}}: CS1 maint: date format (link)
    7. "Trimipramine Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 20 September 2021.