Jump to content

ଟୋବ୍ରାମାଇସିନ

ଉଇକିପିଡ଼ିଆ‌ରୁ
ଟୋବ୍ରାମାଇସିନ
Clinical data
Trade namesTobrex, Tobi, others
Synonyms47663, SPRC-AB01
AHFS/Drugs.comSystemic: monograph
Eyes: monograph
MedlinePlusa682660
data
Pregnancy
category
    Routes of
    administration
    IV, IM, inhalation, eye drop
    Legal status
    Legal status
    • UK: POM (Prescription only) []
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Protein binding< 30%
    Identifiers
    • (2S,3R,4S,5S,6R)-4-amino-2-{[(1S,2S,3R,4S,6R)-4,6-diamino-3-{[(2R,3R,5S,6R)-3-amino-6-(aminomethyl)-5-hydroxyoxan-2-yl]oxy}-2-hydroxycyclohexyl]oxy}-6-(hydroxymethyl)oxane-3,5-diol
    ECHA InfoCard100.046.642 Edit this at Wikidata
    Chemical and physical data
    FormulaC18H37N5O9
    Molar mass467.515
    3D model (JSmol)
    • C1[C@@H]([C@H]([C@@H]([C@H]([C@@H]1N)O[C@@H]2[C@@H]([C@H]([C@@H]([C@H](O2)CO)O)N)O)O)O[C@@H]3[C@@H](C[C@@H]([C@H](O3)CN)O)N)N
    • InChI=1S/C18H37N5O9/c19-3-9-8(25)2-7(22)17(29-9)31-15-5(20)1-6(21)16(14(15)28)32-18-13(27)11(23)12(26)10(4-24)30-18/h5-18,24-28H,1-4,19-23H2/t5-,6+,7+,8-,9+,10+,11-,12+,13+,14-,15+,16-,17+,18+/m0/s1 checkY
    • Key:NLVFBUXFDBBNBW-PBSUHMDJSA-N checkY
      (verify)

    ଟୋବ୍ରାମାଇସିନ ହେଉଛି ଏକ ଆଣ୍ଟିବାୟୋଟିକ୍ ଔଷଧ ଯାହା ସେପ୍ସିସ୍, ମେନିଞ୍ଜାଇଟିସ୍, ମୂତ୍ରାଙ୍ଗ ସଂକ୍ରମଣ, ଓଷ୍ଟିଓମାୟେଲାଇଟିସ ଏବଂ ଫୁସଫୁସ ସଂକ୍ରମଣ ସହିତ ବିଭିନ୍ନ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[][] ସୁଡୋମୋନାସ ସଂକ୍ରମଣ ନିମନ୍ତ ମଧ୍ୟ ଏହା ଦିଆଯାଏ ।[] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ କିମ୍ବା ଫୁସଫୁସ ମଧ୍ୟକୁ ପ୍ରଶ୍ୱାସରେ ଦିଆଯାଇପାରେ। []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣହାନୀ, ସନ୍ତୁଳନ ସମସ୍ୟା ଏବଂ କିଡନୀ ସମସ୍ୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପକ୍ଷାଘାତ ଏବଂ ଆନାଫାଇଲକ୍‌ସିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ବୃକ୍‌କ ସମସ୍ୟା ଥିବା ଲୋକଙ୍କୁ କମ ମାତ୍ରା ଔଷଧ ଦେବା ଆବଶ୍ୟକ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଏହା ଏକ ଆମିନୋଗ୍ଲାଇକୋସାଇଡ୍ ଔଷଧ ।[]

    ଔଷଧଟୋବ୍ରାମାଇସିନ୍ ୧୯୬୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୪ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଇଞ୍ଜେକ୍ସନ୍ ପାଇଁ ୮୦ ମିଗ୍ରା ଔଷଧର ମୂଲ୍ୟ £ ୫ଥିବାବେଳେ ପ୍ରଶ୍ୱାସରେ ଦିଆଯାଉଥିବା ଔଷଧର ମୂଲ୍ୟ ପ୍ରାୟ £ 780 ଅଟେ | [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ପ୍ରଶ୍ୱାସପ୍ରାପ୍ତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ 4,900 ଡଲାର ଥିଲା ।[] ଏହା ସ୍ଟ୍ରେପ୍ଟୋମାଇସେସ ଟେନେବ୍ରାରିୟସରୁ ତିଆରି ।[]

    1. 1 2 "Tobramycin Use During Pregnancy". Drugs.com. 11 November 2019. Archived from the original on 9 August 2020. Retrieved 28 April 2020.
    2. 1 2 "Tobramycin ophthalmic Use During Pregnancy". Drugs.com. 24 December 2019. Archived from the original on 13 April 2020. Retrieved 28 April 2020.
    3. "Tobramycin 40mg/ml Injection - Summary of Product Characteristics (SmPC)". (emc). 9 October 2018. Archived from the original on 9 August 2020. Retrieved 28 April 2020.
    4. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 547. ISBN 978-0-85711-369-6.{{cite book}}: CS1 maint: date format (link)
    5. 1 2 3 4 5 6 7 8 "Tobramycin (Systemic) Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 4 October 2021.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 507. ISBN 9783527607495. Archived from the original on 1 August 2020. Retrieved 20 September 2020. {{cite book}}: Unknown parameter |name-list-format= ignored (|name-list-style= suggested) (help)
    7. "Tobramycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 5 October 2021.