Jump to content

ଟୋଫାସିଟିନିବ

ଉଇକିପିଡ଼ିଆ‌ରୁ
ଟୋଫାସିଟିନିବ
Clinical data
Trade namesXeljanz, Jaquinus, Tofacinix, Others
SynonymsCP-690550
AHFS/Drugs.commonograph
MedlinePlusa613025
data
Pregnancy
category
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability74%
    Protein binding40%
    MetabolismLiver (via CYP3A4 and CYP2C19)
    Elimination half-life3 hours
    ExcretionUrine
    Identifiers
    • 3-[(3R,4R)-4-Methyl-3-[methyl(7H-pyrrolo[2,3-d]pyrimidin-4-yl)amino]piperidin-1-yl]-3-oxopropanenitrile
    ECHA InfoCard100.215.928 Edit this at Wikidata
    Chemical and physical data
    FormulaC16H20N6O
    Molar mass୩୧୨.୩୮ g·mol−1
    3D model (JSmol)
    • CC1CCN(CC1N(C)C2=NC=NC3=C2C=CN3)C(=O)CC#N
    • InChI=1S/C16H20N6O/c1-11-5-8-22(14(23)3-6-17)9-13(11)21(2)16-12-4-7-18-15(12)19-10-20-16/h4,7,10-11,13H,3,5,8-9H2,1-2H3,(H,18,19,20)/t11-,13+/m1/s1
    • Key:UJLAWZDWDVHWOW-YPMHNXCESA-N

    ଟୋଫାସିଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଜେଲଜାନଜ, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆଟିକ୍ ଗଣ୍ଠି ପ୍ରଦାହ, କିଶୋର ଅକାରଣ ଗଣ୍ଠି ପ୍ରଦାହ ଏବଂ ଅଲସରେଟିଭ କୋଲାଇଟିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ, ସେତେବେଳେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, କର୍କଟ ରୋଗ, ଆଞ୍ଜିଓଇଡିମା ଏବଂ ଫୁସଫୁସ ଏମ୍ବୋଲିଜ୍ମ ହୋଇପାରେ ।[] ଅଧିକ ମାତ୍ରାରେ ଏହି ଔଷଧ ଦେଲେ ମୃତ୍ୟୁ ଆଶଙ୍କା ରହିପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଏହା ଏକ ପ୍ରକାର ଜାନସ କାଇନେଜ (JAK) ପ୍ରତିବନ୍ଧକ ଔଷଧ ।[]

    ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ପାଇଁ ଟୋଫାସିଟିନିବ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ଏହି ଔଷଧ ଦୈନିକ ଦୁଇଥର ୫ ମିଗ୍ରା ହିସାବରେ ୪ ସପ୍ତାହର ଚିକିତ୍ସା ପାଇଁ ୬୯୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୪,୬୦୦ ଡଲାର ଅଟେ ।[]

    1. 1 2 "Tofacitinib Use During Pregnancy". Drugs.com. 15 April 2020. Archived from the original on 29 November 2020. Retrieved 23 October 2020.
    2. "10 mg film-coated tablets - Summary of Product Characteristics (SmPC)". (emc). 13 October 2020. Archived from the original on 27 July 2019. Retrieved 3 November 2020.
    3. "Xeljanz 11 mg prolonged release tablets - Summary of Product Characteristics (SmPC)". (emc). Archived from the original on 9 August 2020. Retrieved 3 November 2020.
    4. "Xeljanz- tofacitinib tablet, film coated Xeljanz XR- tofacitinib tablet, film coated, extended release Xeljanz- tofacitinib solution". DailyMed. 2 October 2020. Archived from the original on 30 November 2020. Retrieved 3 November 2020.
    5. 1 2 3 "Xeljanz EPAR". European Medicines Agency (EMA). Archived from the original on 28 October 2020. Retrieved 3 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    6. 1 2 3 4 5 6 7 "Tofacitinib Monograph for Professionals". Drugs.com (in ଇଂରାଜୀ). Archived from the original on 28 September 2021. Retrieved 5 October 2021.
    7. "Tofacitinib Use During Pregnancy | Drugs.com". Drugs.com. Archived from the original on 29 November 2020. Retrieved 5 October 2021.
    8. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1168. ISBN 978-0-85711-369-6.{{cite book}}: CS1 maint: date format (link)
    9. "Tofacitinib Prices, Coupons & Savings Tips - GoodRx". GoodRx. Retrieved 5 October 2021.