Jump to content

ଟେନୋଫୋଭିର ଆଲାଫେନାମାଇଡ

ଉଇକିପିଡ଼ିଆ‌ରୁ
ଟେନୋଫୋଭିର ଆଲାଫେନାମାଇଡ
Clinical data
Pronunciation/ˌtəˈnfəvɪər ˌæləˈfɛnəmd/
Trade namesVemlidy
Genvoya (with elvitegravir, cobicistat and emtricitabine)
Odefsey (with emtricitabine and rilpivirine)
Descovy (with emtricitabine)
Symtuza (with darunavir, cobicistat, and emtricitabine)
SynonymsGS-7340
AHFS/Drugs.commonograph
data
Pregnancy
category
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Protein binding~80%[]
    Elimination half-life0.51 hour
    ExcretionFeces (31.7%), urine (<1%)
    Identifiers
    • Isopropyl (2S)-2-[[[(1R)-2-(6-aminopurin-9-yl)-1-methyl-ethoxy]methyl-phenoxy-phosphoryl]amino]propanoate
    Chemical and physical data
    FormulaC21H29N6O5P
    Molar mass୪୭୬.୪୭ g·mol−1
    3D model (JSmol)
    • C[C@H](CN1C=NC2=C(N=CN=C21)N)OC[P@@](=O)(N[C@@H](C)C(=O)OC(C)C)OC3=CC=CC=C3
    • InChI=1S/C21H29N6O5P/c1-14(2)31-21(28)16(4)26-33(29,32-17-8-6-5-7-9-17)13-30-15(3)10-27-12-25-18-19(22)23-11-24-20(18)27/h5-9,11-12,14-16H,10,13H2,1-4H3,(H,26,29)(H2,22,23,24)/t15-,16+,33+/m1/s1
    • Key:LDEKQSIMHVQZJK-CAQYMETFSA-N

    ଟେନୋଫୋଭିର ଆଲାଫେନାମାଇଡ, ବେପାର ନାମ ଭେନୋଲିଡି, ହେଉଛିଏକ ଔଷଧ ଯାହା ଦୀର୍ଘକାଳୀନ ଯକୃତ ପ୍ରଦାହ ଖ ରୋଗ, ବିଶେଷତଃ କ୍ଷତିପୁର୍ତ୍ତ ଯକୃତ ରୋଗର ଚିକିତ୍ସା ପାଇଁ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[] ଏହା ୧୧ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୋଇପାରେ ।[] ଔଷଧ ଦେବା ବନ୍ଦ କରିବା ପରେ ଯକୃତ ପ୍ରଦାହ ଖ ରୋଗ ଖରାପ ଦିଗକୁ ଗତି କରିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ ଥକାପଣ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲାକ୍ଟିକ ଏସିଡୋସିସ ହୋଇପାରେ ।[] ସାଂଘାତିକ ଯକୃତ ଜନିତ ସମସ୍ୟାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[] ଟେନୋଫୋଭିର ଆଲାଫେନାମାଇଡ୍ ଶରୀରଦ୍ୱାରା ଟେନୋଫୋଭିର ରୂପାନ୍ତରିତ ହୁଏ, ଯାହାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ ।[] ଏହା ରିଭର୍ସ ଟ୍ରାନ୍ସକ୍ରିପଟେଜକୁ ଅବରୋଧ କରେ ଯାହାଦ୍ୱାରା ଭୂତାଣୁକୁ ବହୁଗୁଣିତ କରିବାରେ ବାଧା ଦିଏ ।[]

    ଟେନୋଫୋଭିର ଆଲାଫେନାମାଇଡ ଔଷଧ ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ମାସକୁ ପ୍ରାୟ ୧୩୦୦ ଡଲାର ଖର୍ଚ୍ଚ ହୋଇଥାଏ [] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୩୨୫ ଡଲାର ।[] []

    1. 1 2 "Tenofovir alafenamide (Vemlidy) Use During Pregnancy". Drugs.com. 26 December 2018. Archived from the original on 9 July 2021. Retrieved 18 April 2020.
    2. "Vemlidy 25 mg film coated tablets - Summary of Product Characteristics (SmPC)". (emc). 8 September 2020. Archived from the original on 11 July 2021. Retrieved 12 November 2020.
    3. 1 2 "Vemlidy- tenofovir alafenamide tablet". DailyMed. 11 February 2020. Archived from the original on 9 July 2021. Retrieved 18 April 2020.
    4. 1 2 3 4 5 6 "Vemlidy EPAR". European Medicines Agency (EMA). Archived from the original on 13 July 2021. Retrieved 26 January 2021.
    5. 1 2 3 4 5 6 "Tenofovir Alafenamide Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 26 September 2021.
    6. "Vemlidy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 26 September 2021.
    7. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 659. ISBN 978-0-85711-369-6.{{cite book}}: CS1 maint: date format (link)
    8. "Pharmacoeconomic Review Report TENOFOVIR ALAFENAMIDE (VEMLIDY)" (PDF). Archived (PDF) from the original on 18 October 2018. Retrieved 26 September 2021.