Jump to content

ରିଲପିଭିରିନ

ଉଇକିପିଡ଼ିଆ‌ରୁ
(Rilpivirineରୁ ଲେଉଟି ଆସିଛି)
ରିଲପିଭିରିନ
Clinical data
Trade namesEdurant, Rekambys
SynonymsTMC278
AHFS/Drugs.commonograph
MedlinePlusa611037
data
Pregnancy
category
    Routes of
    administration
    By mouth, intramuscular
    Legal status
    Legal status
    Pharmacokinetic data
    Protein binding99.7%
    MetabolismCYP3A4
    Elimination half-lifetablets: 45 hours
    injection: 13–28 weeks
    Excretion85% via faeces, 6% via urine
    Identifiers
    • 4-{[4-({4-[(E)-2-cyanovinyl]-2,6-dimethylphenyl}amino)pyrimidin-2-yl]amino}benzonitrile
    ECHA InfoCard100.224.394 Edit this at Wikidata
    Chemical and physical data
    FormulaC22H18N6
    Molar mass୩୬୬.୪୩ g·mol−1
    3D model (JSmol)
    • Cc1cc(cc(c1Nc2ccnc(n2)Nc3ccc(cc3)C#N)C)/C=C/C#N
    • InChI=1S/C22H18N6/c1-15-12-18(4-3-10-23)13-16(2)21(15)27-20-9-11-25-22(28-20)26-19-7-5-17(14-24)6-8-19/h3-9,11-13H,1-2H3,(H2,25,26,27,28)/b4-3+ ☒N
    • Key:YIBOMRUWOWDFLG-ONEGZZNKSA-N ☒N
      (verify)

    ରିଲପିଭିରିନ (ଇଂରାଜୀ ଭାଷାରେ Rilpivirine), ଅନ୍ୟମାନଙ୍କ ମଧ୍ୟରେ ଇଡୁରାଣ୍ଟ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚ୍.ଆଇ.ଭି. ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚ୍‌ଆଇଭି-୧ ପାଇଁ ଅନ୍ୟ ଭୂତାଣୁରୋଧୀ ଔଷଦ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ମୁଣ୍ଡ ବୁଲାଇବା, ଅଇ, ଅସ୍ୱାଭାବିକ ଲିପିଡ ସ୍ତର ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଓସିନୋଫିଲିଆ ଏବଂ ସଶରୀର ଲକ୍ଷଣ (DRESS), ଅବସାଦ ଏବଂ ଔଷଧ ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଦେଖାଯାଏ, କିନ୍ତୁ ଯେପରି ଭଲ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ଯାହା ଏନଜାଇମ୍ ରିଭର୍ସ ଟ୍ରାନ୍ସକ୍ରିପଟେଜକୁ ଅବରୋଧ କରିଥାଏ | []

    ୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରିଲପିଭିରିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ୨୦୦ ପାଉଣ୍ଡ ଖର୍ଚ୍ଚ ହୁଏ [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨୦୦ ଡଲାର ଅଟେ ।[]

    1. "Edurant 25 mg tablets - Summary of Product Characteristics (SmPC)". (emc). 21 January 2020. Archived from the original on 7 January 2021. Retrieved 4 January 2021.
    2. "Edurant- rilpivirine hydrochloride tablet, film coated". DailyMed. Archived from the original on 28 October 2020. Retrieved 4 January 2021.
    3. "Edurant EPAR". European Medicines Agency (EMA). Archived from the original on 7 January 2021. Retrieved 4 January 2021.
    4. "Rekambys EPAR". European Medicines Agency (EMA). 13 October 2020. Archived from the original on 8 January 2021. Retrieved 4 January 2021.
    5. 1 2 3 "Rilpivirine Monograph for Professionals". Drugs.com (in ଇଂରାଜୀ). Archived from the original on 10 April 2021. Retrieved 17 October 2021.
    6. 1 2 3 4 "Rilpivirine". Archived from the original on 7 January 2021. Retrieved 17 October 2021.
    7. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 683. ISBN 978-0-85711-369-6.{{cite book}}: CS1 maint: date format (link)
    8. "Rilpivirine (Edurant) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 17 October 2021.
    9. "Edurant Prices, Coupons & Savings Tips - GoodRx". GoodRx. Archived from the original on 30 July 2015. Retrieved 17 October 2021.