ଟେଟ୍ରାବେନାଜାଇନ

ଉଇକିପିଡ଼ିଆ‌ରୁ
ଟେଟ୍ରାବେନାଜାଇନ
Clinical data
Trade namesXenazine, Xentra, Nitoman, others
SynonymsRo-1-9569
AHFS/Drugs.comConsumer Drug Information
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (tablets)
Legal status
Legal status
Pharmacokinetic data
BioavailabilityLow, extensive first pass effect
Protein binding82–85%
MetabolismLiver (CYP2D6-mediated)
Elimination half-life10 hours parent compound (2 to 8 hours active metabolites)[୧]
ExcretionKidney (~75%) and fecal (7–16%)[୨]
Identifiers
  • (SS,RR)-3-Isobutyl-9,10-dimethoxy-1,3,4,6,7,11b-hexahydro-pyrido[2,1-a]isoquinolin-2-one
ECHA InfoCard100.000.348 Edit this at Wikidata
Chemical and physical data
FormulaC19H27NO3
Molar mass୩୧୭.୪୩ g·mol−1
3D model (JSmol)
  • O=C3C(CC(C)C)CN2C(c1c(cc(OC)c(OC)c1)CC2)C3
  • InChI=1S/C19H27NO3/c1-12(2)7-14-11-20-6-5-13-8-18(22-3)19(23-4)9-15(13)16(20)10-17(14)21/h8-9,12,14,16H,5-7,10-11H2,1-4H3 checkY
  • Key:MKJIEFSOBYUXJB-UHFFFAOYSA-N checkY
  (verify)

ଟେଟ୍ରାବେନାଜାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜେନାଜାଇନ,ହେଉଛି ଏକ ଔଷଧ ଯାହା ହଣ୍ଟିଙ୍ଗଟନ କୋରିଆ ଏବଂ ଟାର୍ଡିଭ ଡିସକାଇନେସିଆ ସମେତ କେତେକ ଚଳପ୍ରଚଳ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୪] ଏହା ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅବସାଦ, ବିରକ୍ତି ଭାବ, ଖରାପ ସମନ୍ୱୟ, ଅଇ, ଏବଂ ପତନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ପ୍ରୋଲାକ୍ଟିନ୍, ନିମ୍ନ ରକ୍ତଚାପ, କ୍ୟୁଟି ବିସ୍ତାର, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଗିଳିବାରେ ଅସୁବିଧା ହୋଇପାରେ ।[୩] ଏହା ଏକ ଭେସିକୁଲାର ମୋନୋଆମିନ ପରିବହନକାରୀ ୨ ଇନହିବିଟର[୩]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟେଟ୍ରାବେନାଜାଇନ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୫ ମିଗ୍ରା ବିଶିଷ୍ଟ ୧୧୨ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୦ ପାଉଣ୍ଡ ଥଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧,୫୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. Yero, T.; Rey, J. A. (2008). "Tetrabenazine (Xenazine), An FDA-Approved Treatment Option For Huntington's Disease". P & T: A Peer-Reviewed Journal for Formulary Management. 33 (12): 690–694. PMC 2730806. PMID 19750050.
  2. "Xenazine (tetrabenazine) Tablets, for Oral Use. Full Prescribing Information. Revised: 6/2015" (PDF). H. Lundbeck A/S. Archived (PDF) from the original on 31 July 2018. Retrieved 9 December 2015.
  3. ୩.୦ ୩.୧ ୩.୨ ୩.୩ ୩.୪ "Tetrabenazine". drugs.com. American Society of Health-System Pharmacists. Archived from the original on 6 March 2021. Retrieved 1 October 2021.
  4. ୪.୦ ୪.୧ ୪.୨ ୪.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 425. ISBN 978-0-85711-369-6.{{cite book}}: CS1 maint: date format (link)
  5. "Tetrabenazine Generic Xenazine". Retrieved 1 October 2021.