ଟର୍କୋନାଜୋଲ

ଉଇକିପିଡ଼ିଆ‌ରୁ
ଟର୍କୋନାଜୋଲ
Clinical data
Trade namesTerazol
AHFS/Drugs.commonograph
MedlinePlusa688022
Pharmacokinetic data
Protein binding94.9%
Identifiers
  • 1-[4-[ [(2S,4S)-2-(2,4-Dichlorophenyl)-2-(1,2,4-triazol-1-ylmethyl)-1,3-dioxolan-4-yl]methoxy]phenyl]-4-propan-2-yl-piperazine
ECHA InfoCard100.061.573 Edit this at Wikidata
Chemical and physical data
FormulaC26H31Cl2N5O3
Molar mass୫୩୨.୪୭ g·mol−1
3D model (JSmol)
  • Clc1ccc(c(Cl)c1)[C@@]4(O[C@@H](COc3ccc(N2CCN(C(C)C)CC2)cc3)CO4)Cn5ncnc5
  • InChI=1S/C26H31Cl2N5O3/c1-19(2)31-9-11-32(12-10-31)21-4-6-22(7-5-21)34-14-23-15-35-26(36-23,16-33-18-29-17-30-33)24-8-3-20(27)13-25(24)28/h3-8,13,17-19,23H,9-12,14-16H2,1-2H3/t23-,26-/m0/s1 checkY
  • Key:BLSQLHNBWJLIBQ-OZXSUGGESA-N checkY
  (verify)

ଟର୍କୋନାଜୋଲ (ଇଂରାଜୀ ଭାଷାରେ Terconazole), ଅନ୍ୟମାନଙ୍କ ମଧ୍ୟରେ ଟେରାଜୋଲ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୧] ଏହି ରୋଗ ପାଇଁ ଏହା ଏକ ପ୍ରଥମ ଧାଡ଼ିର ଚିକିତ୍ସା ।[୧] ଏହା ଯୋନି ଭିତରେ ଏକ ପ୍ରଲେପ ବା ଲୋସନ କିମ୍ବା ସପୋଜିଟୋରୀ ଭାବରେ ବ୍ୟବହୃତ ହୁଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ପେଟ ଯନ୍ତ୍ରଣା ଏବଂ ଯନ୍ତ୍ରଣାଦାୟକ ଋତୁଶୂଳ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ନିର୍ଦ୍ଦିଷ୍ଟ କବକ କୋଷର ଆବରଣକୁ ନଷ୍ଟ କରି କାର୍ଯ୍ୟକ୍ଷମ ହୁଏ ।[୧] ଏହାର ଅପେକ୍ଷାକୃତ ବ୍ୟାପକ କାର୍ଯ୍ୟକଳାପ ମଧ୍ୟ ଅଛି ।[୧]

୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟର୍କୋନାଜୋଲ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ଏକ ଟ୍ୟୁବ ବା ଔଷଧ ନଳୀର ମୂଲ୍ୟ ପ୍ରାୟ ୨୦ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Terconazole Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 29 September 2021.
  2. "Terconazole topical Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 29 September 2021.
  3. ୩.୦ ୩.୧ "Terconazole Prices, Coupons & Savings Tips - GoodRx". GoodRx. Archived from the original on 10 October 2016. Retrieved 29 September 2021.