ଜ୍ୟୋତ୍ସ୍ନା ଚନ୍ଦୋଲା
ଦେଖଣା
ଜ୍ୟୋତ୍ସ୍ନା ଚନ୍ଦୋଲା | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯–୨୦୨୩ |
ବୈବାହିକ-ସାଥୀ |
ନିତେଶ ସିଂହ (m. ୨୦୧୫) |
ଜ୍ୟୋତ୍ସ୍ନା ଚନ୍ଦୋଲା (ଜନ୍ମ: ୧୫ ଅପ୍ରେଲ ୧୯୯୨) ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସିମର୍ କାରେ ଖୁସି ଭରଦ୍ୱାଜ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[୧]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଆଧାର |
---|---|---|---|
୨୦୦୯-୨୦୧୧ | କସକ | ଶିଳ୍ପା | |
୨୦୧୦ | ଭାଗୋନୱାଲି-ବାଣ୍ଟେ ଅପ୍ନି ତକ୍ଦିର୍ | ମହା ଦେବୀ ପାଣ୍ଡେ | |
୨୦୧୨ | ମିଷ୍ଟ୍ରେସ୍ କୌସିକ କି ପାଞ୍ଚ ବହୁୟେଁ | ଅନାମିକା | |
୨୦୧୨-୨୦୧୭ | ସସୁରାଲ୍ ସମିର୍ କା | ଖୁସି ସଂକଳ୍ପ ଭରଦ୍ୱାଜ/ବିଲ୍ଲୋ ରାଣୀ | |
୨୦୧୪ | ସାବଧାନ ଇଣ୍ଡିଆ | ||
କ୍ରାଇମ୍ ପେଟ୍ରୋଲେ | |||
୨୦୧୫ | ଯୋଦ୍ଧା ଆକବର | ମାନ ବାଇ | [୨] |
୨୦୧୬ | ସନ୍ତୋଷୀ ମାଆ | ବିଟ୍ଟୋ | [୩] |
୨୦୧୭ | ଅଗ୍ନିଫେରା | ରଜ୍ଜୋ | |
୨୦୧୮-୨୦୧୯ | ମୁସ୍କାନ | ସପ୍ନା | [୪] |
୨୦୨୨- ୨୦୨୩ | ସିନ୍ଦୂର କି କୀମତ୍ | ଅନାମିକା/ପ୍ରିୟା | |
୨୦୨୩ | ବାଜି ଇସ୍କ କି | ପଲକ ଅଗ୍ନିବଂଶୀ/ନିହାରିକା ମିଶ୍ରା | [୫] |
ଆଧାର
[ସମ୍ପାଦନା]- ↑ Maheshwri, Neha (19 February 2014). "Jyotsna's 'mask' trouble". Times of India. Retrieved 5 June 2019.
- ↑ "Sasural's Khushi is Salim's wife now in Jodha Akbar". The Times of India. 20 December 2014.
- ↑ "Jyotsna replaces Aishana in 'Santoshi Maa'". The Times of India. 23 February 2016.
- ↑ "Jyotsna Chandola joins the cast of 'Musakaan'". The Times of India. 17 September 2018.
- ↑ "Jyothsna Channdola: While I would love to play the protagonist, I don't regret turning negative on TV". The Times of India. 2023-05-13. ISSN 0971-8257. Retrieved 2023-05-16.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟୋତ୍ସ୍ନା ଚନ୍ଦୋଲା
- ଇନଷ୍ଟାଗ୍ରାମରେ ଜ୍ୟୋତ୍ସ୍ନା ଚନ୍ଦୋଲା