Jump to content

ଜ୍ୟୋତ୍ସ୍ନା ଚନ୍ଦୋଲା

ଉଇକିପିଡ଼ିଆ‌ରୁ
ଜ୍ୟୋତ୍ସ୍ନା ଚନ୍ଦୋଲା
୨୦୧୮ ମସିହାରେ, ଜ୍ୟୋତ୍ସ୍ନା
ଜନ୍ମ (1992-04-15) ୧୫ ଅପ୍ରେଲ ୧୯୯୨ (ବୟସ ୩୨)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯–୨୦୨୩
ବୈବାହିକ-ସାଥୀ
ନିତେଶ ସିଂହ
(m. ୨୦୧୫)

ଜ୍ୟୋତ୍ସ୍ନା ଚନ୍ଦୋଲା (ଜନ୍ମ: ୧୫ ଅପ୍ରେଲ ୧୯୯୨) ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସିମର୍ କାରେ ଖୁସି ଭରଦ୍ୱାଜ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଆଧାର
୨୦୦୯-୨୦୧୧ କସକ ଶିଳ୍ପା
୨୦୧୦ ଭାଗୋନୱାଲି-ବାଣ୍ଟେ ଅପ୍‌ନି ତକ୍‌ଦିର୍ ମହା ଦେବୀ ପାଣ୍ଡେ
୨୦୧୨ ମିଷ୍ଟ୍ରେସ୍ କୌସିକ କି ପାଞ୍ଚ ବହୁୟେଁ ଅନାମିକା
୨୦୧୨-୨୦୧୭ ସସୁରାଲ୍ ସମିର୍ କା ଖୁସି ସଂକଳ୍ପ ଭରଦ୍ୱାଜ/ବିଲ୍ଲୋ ରାଣୀ
୨୦୧୪ ସାବଧାନ ଇଣ୍ଡିଆ
କ୍ରାଇମ୍ ପେଟ୍ରୋଲେ
୨୦୧୫ ଯୋଦ୍ଧା ଆକବର ମାନ ବାଇ []
୨୦୧୬ ସନ୍ତୋଷୀ ମାଆ ବିଟ୍ଟୋ []
୨୦୧୭ ଅଗ୍ନିଫେରା ରଜ୍ଜୋ
୨୦୧୮-୨୦୧୯ ମୁସ୍କାନ ସପ୍ନା []
୨୦୨୨- ୨୦୨୩ ସିନ୍ଦୂର କି କୀମତ୍ ଅନାମିକା/ପ୍ରିୟା
୨୦୨୩ ବାଜି ଇସ୍କ କି ପଲକ ଅଗ୍ନିବଂଶୀ/ନିହାରିକା ମିଶ୍ରା []
  1. Maheshwri, Neha (19 February 2014). "Jyotsna's 'mask' trouble". Times of India. Retrieved 5 June 2019.
  2. "Sasural's Khushi is Salim's wife now in Jodha Akbar". The Times of India. 20 December 2014.
  3. "Jyotsna replaces Aishana in 'Santoshi Maa'". The Times of India. 23 February 2016.
  4. "Jyotsna Chandola joins the cast of 'Musakaan'". The Times of India. 17 September 2018.
  5. "Jyothsna Channdola: While I would love to play the protagonist, I don't regret turning negative on TV". The Times of India. 2023-05-13. ISSN 0971-8257. Retrieved 2023-05-16.

ବାହାର ଲିଙ୍କ୍

[ସମ୍ପାଦନା]