Jump to content

ଜୌନପୁର, ଉତ୍ତରପ୍ରଦେଶ

ଉଇକିପିଡ଼ିଆ‌ରୁ
Jaunpur
जौनपुर
Shahi bridge, Jaunpur
Shahi bridge, Jaunpur
Nickname: 
Jamadagnipura
CountryIndia
StateUttar Pradesh
DistrictJaunpur
Founded1359
Founded byFeroz Shah Tughlaq
Named forMuhammad bin Tughluq, whose given name was Jauna Khan
Government
  Jaunpur (Lok Sabha constituency)Krishna Pratap (BJP)
Area
  ସମୁଦାୟ4,038 km2 (1,559 sq mi)
Elevation
82 m (269 ft)
Population
 (2001)
  Total୧,୮୦,୩୬୨
  Rank43 in UP
  Density1,113/km2 (2,880/sq mi)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUP62
Sex ratio925 females per 1000 males /
Websitejaunpur.nic.in

ଜୌନପୁର (Hindustani pronunciation: [dʒɔːnpʊr]  ( listen)) ହିନ୍ଦୀ : जौनपुरଭାରତୀୟ ରାଜ୍ୟ ଉତ୍ତରପ୍ରଦେଶ ଏଅ ଏକ ମୁନ୍ସିପାଳ ସହର । 

ଜୌନପୁର ବରାନଶୀ ଜିଲାର ଉତ୍ତର ପଶ୍ଚିମରେ ଅବସ୍ଥିତ ଏହା ପୂର୍ବାଞ୍ଚଳର ଅନ୍ୟ ସହର ପରି ଦେଖାଯାଇଥାଏ । ତେବେ ଏହା ଏକ ଏଇତିହାସିକ ସ୍ଥଳ । 

ଇତିହାସ 

[ସମ୍ପାଦନା]
View at ଜୌନପୁର, on the River Ganges (1847)[]

J ଏହି ସହରର ଇତିହାସ 1359 ମସିହାରୁ ଲିପିବଦ୍ଧ । ପୂର୍ବରୁ ଏହାର ନାମ ଶିରାଜ -ଇ-ହିନ୍ଦ ଥିଲା । ଏହି ସହର ଫିରୋଜ ଶାହ ଟୁଗଳାକଙ୍କଦ୍ୱାରା ମହାମବାଦ ବିନ ତୁଘଳକ , ଯାହାଙ୍କୁ ଜୁଆନା ନାମରେ ଡକାଯାଉଥିଲା , ତାଙ୍କ ସ୍ମୃତିରେ ସ୍ଥାପନ କରିଥିଲେ । ଫିରୋଜ ଶାହ ମାଲିକ ସାରବାର  ନାମକ ଜଣେ ନପୁଂଶକଙ୍କୁ ଏହାର ଶାସନ ଭାର ଦେଇଥିଲେ । 1393 ମସିହାରେ ମାଲିକ ସରବର ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ । ସେ ଓ ତାଙ୍କର ପୌଷ୍ୟ ପୁତ୍ର ଶରକି ବଂଶ ସ୍ଥାପନ କରିଥିଲେ । ସେହି ସମୟରେ ଏହା ଏକ ବଳିଷ୍ଠ ସାମରିକ ଶାସନ ଭାବରେ ରହିଥିଲା । ସେମାନେ କେତେଥର ଦିଲ୍ଲୀ ଦରବାର ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥିଲେ । 

 ଜୌନପୁରର 32 ରତି ରୌପ୍ୟ ମୁଦ୍ରା 
1557 ମସିହାର ଚିତ୍ରରେ ହାତୀଦ୍ୱାରା ଯୁଦ୍ଧ ଜୌନପୁର ଠାରେ 

1402 ମସିହାରୁ 1440 ମସିହା ଯାଏ ମୁବାରକ ଶାହଙ୍କ ଶାସନ କଳାରେ ଜୌନପୁର ଏକ ବଳିଷ୍ଠ ରାଜ୍ୟ ହେଇ ରହିଲା । ଏହା ବିହାର ଅଞ୍ଚଳକୁ ମଧ୍ୟ ପରିବ୍ୟାପ୍ତ ହେଇଥିଲା । ଏପରିକି ବେଙ୍ଗଲର ସୁଲତାନେଟକୁ ମଧ୍ୟ ବିପଦ ସୃଷ୍ଟି କରିଥିଲେ ।  .[]

1456 ମସିହାରୁ 1476 ମସିହା ମଧ୍ୟରେ ହୁସେଇନ ଶାହ ଦିଲ୍ଲୀ ଆକ୍ରମଣ କରିଥିଲେ ମଧ୍ୟ ବହଲୁଲ ଖାନ ଲୋଦୀଙ୍କଦ୍ୱାରା ପରାସ୍ତ ହେଇଥିଲେ । ତାହା ପରେ ସିକନ୍ଦର ଲୋଦୀ ଏହି ରାଜ୍ୟ ଅଧିକାର କରିନେଇଥିଲେ । 

ଜୌନପୁର ସୁଲତାନେଟ ଉର୍ଦୁ ଓ ସୁଫି ସାହିତ୍ଯର ଏକ ମୁଖ୍ୟ କେନ୍ଦ୍ର ହେଇଥିଲା । ହିନ୍ଦୁ ଓ ମୁସଲିମ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ ଭାବ ବଜାୟ ରହିଥିଲା । ଲୋଦୀ 1480 ମସିହାରେ ଏହାକୁ ନିଜ କବଲାକୁ ନେଲା ପରେ ଅନେକ ଶରକି ଭାସ୍କର୍ଜ୍ୟ ଥିବା ମହଲ ଓ ଅନନ୍ୟ ସ୍ଥାପତ୍ୟକୁ ନଷ୍ଟ କରିଦେଇଥିଲେ । ଶର୍କୀ ସମୟରେ ଅନେକ ମସଜିଦ ନିର୍ମିତ ହେଇଥିଲା । ଗୋମତୀ ନଦୀ ଉପରେ ଏକ ସେତୁ ମଧ୍ୟ ସେହି ସମୟରେ ନିର୍ମିତ ହେଇଥିଲା । 

ଜନସଂଖ୍ୟା 

[ସମ୍ପାଦନା]

2011 ଜନଗଣନା ଅନୁସାରେ ସେଠାକାର ଲୋକ ସଂଖ୍ୟା 1,80,362 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 93,718 ଓ ମହିଳା ସଂଖ୍ୟା 86,644 ଥିଲା । ସାକ୍ଷ୍ୟରତା ହାର 81.22 ଥିଲା । ଜନ ଘନତ୍ୱ 1,113 ପ୍ରତି ବର୍ଗ କିଲୋମିଟର ଥିଲା । .

ଧର୍ମ 

[ସମ୍ପାଦନା]

ବତମାନ ସେଠାରେ ହିନ୍ଦୁ ଧର୍ମର 63.48 % ଥିବା ବେଳେ ମୁସ୍ଲିମ ଓ ଅନ୍ୟ ଧର୍ମାର ବାକି ଜନସଂଖ୍ୟା ରହିଛନ୍ତି । 

ପୁନଶ୍ଚ ଦେଖଣା  http://www.census2011.co.in/census/district/565-jaunpur.html

Hindi and Urdu are the main spoken languages in ଜୌନପୁର

Religions in Jaunpur
Religion Percent
Hindus
 
56%
Muslims
 
42%
Jains
 
1.7%
Others†
 
0.3%
Distribution of religions
Includes Sikhs (0.2%), Buddhists (<0.2%).

  ଜୌନପୁରର ନଦୀ 

[ସମ୍ପାଦନା]

ଏଠାରେ ଗୋମତୀ , ସାଇ , ବରୁଣ ପିଲି ଓ ବାସୁହି ନଦୀ ପ୍ରବାହିତ । ଏଠାରେ ଉର୍ବର ଜମି ଥିବାରୁ ଫସଲ ଉତ୍ତମ ହେଇଥାଏ । .[]

ଧାର୍ମିକ ସ୍ଥଳ 

[ସମ୍ପାଦନା]
ଜୌନପୁର ଆଟଲା ମସଜିଦ 
ଜୌନପୁର ଜାମା ମସଜିଦ 

ଆଧାର 

[ସମ୍ପାଦନା]
  1. "View at Juanpore, on the River Ganges". Wesleyan Juvenile Offering. IV: 60. June 1847. Retrieved 17 November 2015.
  2. Goron and Goenka, p. 343.
  3. Cf. "Jaunpur" article in 1911 Encyclopædia Britannica, p.282.

ବାହାର ଲିଙ୍କ 

[ସମ୍ପାଦନା]

 "Jaunpur" . Encyclopedia Americana. 1920.