ଜେବନାରା ଗ୍ରାମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜେବନାରା native_name=जेवनारा
village
Country India
StateMadhya Pradesh
DistrictSeoni
Government
 • BodyGram panchayat
Elevation
655 m (2,149 ft)
Languages
Time zoneUTC+5:30 (IST)
PIN
480667
Telephone code07692
Nearest citySeoni

ଜେବନାରା ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ସେୟନି ଜିଲ୍ଲାର ଏକ ଗ୍ରାମ .[୧]

ଏହା ସମୁଦ୍ର ପତ୍ତନଠାରୁ 513 ମିଟର ଉପରେ ରହିଛି ଓ ବରଘଟ ସହରଠାରୁ 4 କିଲୋମିଟର ଦୂରରେ ଅବସ୍ଥିତ । ସେୟନିଠାରୁ ଏହାର ଦୂରତା 28 କିଲୋମିଟର । 

ଗ୍ରାମର ମୁଖ୍ୟ ଜୀବିକା ଅର୍ଜନ ବୃତ୍ତି କୃଷି । ରାଜ୍ୟ ରାଜପଥ 26 ଏହାକୁ ସେୟନି ଓ ଅନନ୍ୟ ଅଞ୍ଚଳ ସହ ସଂଯୁକ୍ତ ରଖେ । 

ଇତିହାସ [ସମ୍ପାଦନା]

ସ୍ଥାନୀୟ ରହଙ୍ଗଦଲେ ପରିବାରର ଏହା ବଂଶଗତ ସମ୍ପତ୍ତି ଥିଲା । ଏହାକୁ 1780 ମସିହାରେ ସେମାନେ ପୁନର୍ଗଠନ କରିଥିଲେ । ସ୍ୱାଧୀନତା ପରେ ଏହା ବରଘଟ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି । ୱାଇନ ଗଙ୍ଗାର ଏକ ଉପନଦୀ ହିରରୀ ଏହି ଗ୍ରାମ ଦେଇ ପ୍ରବାହିତ ହୁଏ । 

ଯାନିଯାତରା [ସମ୍ପାଦନା]

ଏଠାରେ ହାଉଥିବା ମହଶିବରାତ୍ରି ଯାତ୍ରା ଅଞ୍ଚଳରେ ବିଖ୍ୟାତ । ସେହି ଯାତ୍ରାରେ ପାରମ୍ପରିକ ଭାବେ ବଳଦ ଗାଡି ଦୌଡ ପ୍ରତିଯୋଗିତା ହୁଏ । 

ଆଧାର [ସମ୍ପାଦନା]

  1. "Village Code Directory: Madhya Pradesh" (PDF). Retrieved November 19, 2010.