ଜେବନାରା ଗ୍ରାମ
ଦେଖଣା
ଜେବନାରା native_name=जेवनारा | |
---|---|
village | |
Country | India |
State | Madhya Pradesh |
District | Seoni |
Government | |
• Body | Gram panchayat |
Elevation | 655 m (2,149 ft) |
Languages | |
Time zone | UTC+5:30 (IST) |
PIN | 480667 |
Telephone code | 07692 |
Nearest city | Seoni |
ଜେବନାରା ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ସେୟନି ଜିଲ୍ଲାର ଏକ ଗ୍ରାମ .[୧]
ଏହା ସମୁଦ୍ର ପତ୍ତନଠାରୁ 513 ମିଟର ଉପରେ ରହିଛି ଓ ବରଘଟ ସହରଠାରୁ 4 କିଲୋମିଟର ଦୂରରେ ଅବସ୍ଥିତ । ସେୟନିଠାରୁ ଏହାର ଦୂରତା 28 କିଲୋମିଟର ।
ଗ୍ରାମର ମୁଖ୍ୟ ଜୀବିକା ଅର୍ଜନ ବୃତ୍ତି କୃଷି । ରାଜ୍ୟ ରାଜପଥ 26 ଏହାକୁ ସେୟନି ଓ ଅନନ୍ୟ ଅଞ୍ଚଳ ସହ ସଂଯୁକ୍ତ ରଖେ ।
ଇତିହାସ
[ସମ୍ପାଦନା]ସ୍ଥାନୀୟ ରହଙ୍ଗଦଲେ ପରିବାରର ଏହା ବଂଶଗତ ସମ୍ପତ୍ତି ଥିଲା । ଏହାକୁ 1780 ମସିହାରେ ସେମାନେ ପୁନର୍ଗଠନ କରିଥିଲେ । ସ୍ୱାଧୀନତା ପରେ ଏହା ବରଘଟ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି । ୱାଇନ ଗଙ୍ଗାର ଏକ ଉପନଦୀ ହିରରୀ ଏହି ଗ୍ରାମ ଦେଇ ପ୍ରବାହିତ ହୁଏ ।
ଯାନିଯାତରା
[ସମ୍ପାଦନା]ଏଠାରେ ହାଉଥିବା ମହଶିବରାତ୍ରି ଯାତ୍ରା ଅଞ୍ଚଳରେ ବିଖ୍ୟାତ । ସେହି ଯାତ୍ରାରେ ପାରମ୍ପରିକ ଭାବେ ବଳଦ ଗାଡି ଦୌଡ ପ୍ରତିଯୋଗିତା ହୁଏ ।
ଆଧାର
[ସମ୍ପାଦନା]- ↑ "Village Code Directory: Madhya Pradesh" (PDF). Retrieved November 19, 2010.