ଜୀବାଣୁ ଶ୍ୱାସନଳୀ ପ୍ରଦାହ

ଉଇକିପିଡ଼ିଆ‌ରୁ
Tracheitis, inflammation of the trachea, membranous laryngotracheobronchitis, exudative tracheitis[୧][୨]
An anatomical diagram of the larynx, trachea, bronchi, and lung roots on a white background. The larynx is located at the top of the image, it is colored a light gray to indicate that it is made of cartilage. The trachea extends down from the larynx as a pink colored tube that is encircled by the tracheal cartilages, which are a series of ring-like structures (also colored gray). The trachea terminates at the carina, which is a bifurcation where the trachea splits into the left and right primary bronchi. The each primary bronchi enters the corresponding lung at the lung roots, before then splitting further into the secondary bronchi. The right lung is colored a redder shade of pink than the trachea. The left lung is a bluer, almost purple, shade of pink. As is normal for anatomical images; the left side is depicted on the right of the image, and vice versa.
Anatomy of the trachea
ବିଭାଗPediatrics, ENT surgery
ଲକ୍ଷଣStridor, fever, productive cough, pain[୨]
ବିପଦ କାରକFollowing viral upper respiratory infections, endotracheal intubation, tracheostomy, poor immune function[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟEpiglottitis, croup, candidiasis, diphtheria, retropharyngeal abscess, viral laryngitis[୨]
ଚିକିତ୍ସାAntibiotics, endotracheal intubation[୩]
ପୁନଃପୌନିକRare[୩]

ଜୀବାଣୁ ଶ୍ୱାସନଳୀ ପ୍ରଦାହ ରୋଗରେ ଜୀବାଣୁ ସଂକ୍ରମଣ ଯୋଗୁ ପ୍ରଦାହ ହୁଏ । [୧] ଏହାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟା ସମୟରେ ଘଡ଼ ଘଡ଼ ଶବ୍ଦ, ଜ୍ୱର, ଖଙ୍କାର ମିଶ୍ରିତ କାଶ ଏବଂ ଯନ୍ତ୍ରଣା ହୋଇପାରେ । [୨] ରୋଗ ଜଟିଳ ହେଲେ ବାୟୁପଥରେ ଅବରୋଧ କିମ୍ବା ଟ୍ରାକିଆଲ୍ ଷ୍ଟେନୋସିସ୍ ବା ଶ୍ୱାସନଳୀ ସଙ୍କୋଚନ ହୋଇପାରେ । [୨]

ଏହା କ୍ରୁପ୍ କିମ୍ବା ଅନ୍ୟାନ୍ୟ ଭୂତାଣୁ ଜନିତ ଶ୍ୱାସକ୍ରିୟା ସଂକ୍ରମଣ ପରେ ହୋଇପାରେ ।[୨] [୩] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍, ଟ୍ରାକିଓଷ୍ଟୋମି ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟ ଯୋଗୁ ହୋଇପାରେ । [୨] [୩] ସାଧାରଣତଃ ଜଡ଼ିତ ଜୀବାଣୁ ମଧ୍ୟରେ ଷ୍ଟାଫିଲୋକୋକସ୍ ଅରିଅସ୍ ଏବଂ ଷ୍ଟ୍ରେପଟୋକୋକାଇ ଅନ୍ତର୍ଭୁକ୍ତ। [୩] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ବ୍ରୋଙ୍କୋସ୍କୋପି କିମ୍ବା ଏକ୍ସ-ରେଦ୍ୱାରା ଏହା ନିଶ୍ଚିତ ହୋଇପାରେ। [୩]

ଚିକିତ୍ସାରେ ଆଣ୍ଟିବାୟୋଟିକ୍ ଏବଂ ବେଳେବେଳେ ଏଣ୍ଡୋଟ୍ରା କିଆଲ ଇଣ୍ଟ୍ୟୁବେସନ୍ କରାଯାଏ । [୩] ଆଣ୍ଟିବାୟୋଟିକ୍ ମଧ୍ୟରେ ସେଫ୍ଟ୍ରିଆକ୍ସନ୍ ସ‌ହିତ ଭାନକୋମାଇସିନ୍ କିମ୍ବା ଆମୋକ୍ସିସିଲିନ୍/କ୍ଲାଭୁଲାନେଟ୍ ଦିଆଯାଇ ପାରେ । [୨] ପ୍ରଶ୍ୱାସପ୍ରାପ୍ତ ଏପିନେଫ୍ରିନ୍ ଉପଯୋଗୀ ନୁହେଁ । [୨] ଚିକିତ୍ସା ସହିତ ଫଳାଫଳ ସାଧାରଣତଃ ଭଲ ହୋଇଥିଲେ ମଧ୍ୟ ଲୋକମାନେ ଏହାର ପରିଣାମ ସ୍ୱରୂପ ମରିପାରନ୍ତି । [୨]

ଜୀବାଣୁ ଶ୍ୱାସନଳୀ ପ୍ରଦାହ ଏକ ବିରଳ ରୋଗ, ପ୍ରତିବର୍ଷ ପ୍ରାୟ ୧ରୁ ୧୦ ପିଲାଙ୍କୁ ପ୍ରଭାବିତ କରିଥାଏ। [୩] [୨] ଏହା ସାଧାରଣତ ୩ରୁ ୮ବର୍ଷ ବୟସର ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୋଇପାରନ୍ତି। [୨] ଏହା ସାଧାରଣତ ଶୀତ ଶେଷରେ ଦେଖାଯାଏ । [୨] ପ୍ରଥମେ ୧୯୨୦ ଦଶକରେ ଏହି ଅବସ୍ଥା ବର୍ଣ୍ଣନା କରାଯାଇଥିଲା। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bacterial Tracheitis". www.dynamed.com. Archived from the original on 22 November 2021. Retrieved 29 April 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Burton, LV; Lofgren, DH; Silberman, M (January 2022). "Bacterial Tracheitis". PMID 29262085. {{cite journal}}: Cite journal requires |journal= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Bacterial Tracheitis - Children's Health Issues". MSD Manual Consumer Version (in ଇଂରାଜୀ). Archived from the original on 7 August 2021. Retrieved 29 April 2022.