ଜାନୁବ୍ରୁଟିନିବ
Clinical data | |
---|---|
Trade names | Brukinsa |
Synonyms | BGB-3111 |
AHFS/Drugs.com | monograph |
MedlinePlus | a620009 |
data |
|
Routes of administration | By mouth |
Legal status | |
Legal status |
|
Chemical and physical data | |
Formula | C27H29N5O3 |
Molar mass | 471.5509 |
3D model (JSmol) | |
| |
ଜାନୁବ୍ରୁଟିନିବ, ଏକ ବେପାର ନାମ ବ୍ରୁକିନସା, ଏକ ଔଷଧ ଯାହା ପୂର୍ବରୁ ଚିକିତ୍ସା ପାଇଥିବା ମାଣ୍ଟଲ ଜୀବକୋଷ ଲିମ୍ପୋମା (MCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଲିମ୍ଫୋପ୍ଲାଜାମେଟିକ୍ ଲିମ୍ଫୋମା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ରକ୍ତ ପ୍ଲାଟେଲେଟ, ରାସ, ତରଳ ଝାଡ଼ା ଏବଂ ନିମ୍ନ ହେମୋଗ୍ଲୋବିନ ସ୍ତର ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ସଂକ୍ରମଣ, ଆଟ୍ରିଆଲ୍ ଫିବ୍ରିଲେସନ, ଏବଂ ଅନ୍ୟ ପୃଥକ୍ ଏକ କର୍କଟ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ବ୍ରୁଟନର ଟାଇରୋସିନ୍ କାଇନେଜ (BTK) ପ୍ରତିବନ୍ଧକ ଏବଂ ଅର୍ବୁଦ ବୃଦ୍ଧିକୁ ମନ୍ଥର କରି କାର୍ଯ୍ୟକ୍ଷମ ହୁଏ ।[୨]
ଯୁକ୍ତରାଷ୍ଟ୍ରରେ ୨୦୧୯ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାନୁବ୍ରୁଟିନିବ ଅନୁମୋଦିତ ହୋଇଥିଲା ।[୨] ସେହିବର୍ଷ ୟୁରୋପରେ ଏହାକୁ ଏକ ଅନାଥ ଭାବରେ ଗ୍ରହଣ କରଗଲା ।[୩] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ପ୍ରାୟ ୧୩,୦୦୦ ଡଲାର ଖର୍ଚ୍ଚ ହୁଏ ।[୪] ଚାଇନାରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୨୧,୦୦୦ ଆରଏମ୍ବି (RMB) ବା ୩,୨୫୦ ଆମେରିକୀୟ ଡଲାର ।[୫]
ଆଧାର
[ସମ୍ପାଦନା]- ↑ "Zanubrutinib". DrugBank. Archived from the original on 15 November 2019. Retrieved 15 November 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Zanubrutinib Monograph for Professionals". Drugs.com (in ଇଂରାଜୀ). Archived from the original on 16 January 2021. Retrieved 4 August 2021.
- ↑ ୩.୦ ୩.୧ "EU/3/19/2167". Archived from the original on 27 August 2021. Retrieved 4 August 2021.
- ↑ "Zanubrutinib Prices and Zanubrutinib Coupons - GoodRx". GoodRx. Retrieved 4 August 2021.
- ↑ "Application for the addition of Zanubrutinib on the WHO Model List of Essential Medicines" (PDF). November 2020. Archived (PDF) from the original on 27 August 2021. Retrieved 4 August 2021.