ଜାନୁବ୍ରୁଟିନିବ

ଉଇକିପିଡ଼ିଆ‌ରୁ
ଜାନୁବ୍ରୁଟିନିବ
Clinical data
Trade namesBrukinsa
SynonymsBGB-3111
AHFS/Drugs.commonograph
MedlinePlusa620009
data
Routes of
administration
By mouth
Legal status
Legal status
Chemical and physical data
FormulaC27H29N5O3
Molar mass471.5509
3D model (JSmol)
  • NC(=O)C1=C2NCC[C@@H](C3CCN(CC3)C(=O)C=C)N2N=C1C1=CC=C(OC2=CC=CC=C2)C=C1
  • InChI=1S/C27H29N5O3/c1-2-23(33)31-16-13-18(14-17-31)22-12-15-29-27-24(26(28)34)25(30-32(22)27)19-8-10-21(11-9-19)35-20-6-4-3-5-7-20/h2-11,18,22,29H,1,12-17H2,(H2,28,34)/t22-/m0/s1
    [୧]
  • Key:RNOAOAWBMHREKO-QFIPXVFZSA-N

ଜାନୁବ୍ରୁଟିନିବ, ଏକ ବେପାର ନାମ ବ୍ରୁକିନସା, ଏକ ଔଷଧ ଯାହା ପୂର୍ବରୁ ଚିକିତ୍ସା ପାଇଥିବା ମାଣ୍ଟଲ ଜୀବକୋଷ ଲିମ୍ପୋମା (MCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଲିମ୍ଫୋପ୍ଲାଜାମେଟିକ୍ ଲିମ୍ଫୋମା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ରକ୍ତ ପ୍ଲାଟେଲେଟ, ରାସ, ତରଳ ଝାଡ଼ା ଏବଂ ନିମ୍ନ ହେମୋଗ୍ଲୋବିନ ସ୍ତର ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ସଂକ୍ରମଣ, ଆଟ୍ରିଆଲ୍ ଫିବ୍ରିଲେସନ, ଏବଂ ଅନ୍ୟ ପୃଥକ୍ ଏକ କର୍କଟ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ବ୍ରୁଟନର ଟାଇରୋସିନ୍ କାଇନେଜ (BTK) ପ୍ରତିବନ୍ଧକ ଏବଂ ଅର୍ବୁଦ ବୃଦ୍ଧିକୁ ମନ୍ଥର କରି କାର୍ଯ୍ୟକ୍ଷମ ହୁଏ ।[୨]

ଯୁକ୍ତରାଷ୍ଟ୍ରରେ ୨୦୧୯ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାନୁବ୍ରୁଟିନିବ ଅନୁମୋଦିତ ହୋଇଥିଲା ।[୨] ସେହିବର୍ଷ ୟୁରୋପରେ ଏହାକୁ ଏକ ଅନାଥ ଭାବରେ ଗ୍ରହଣ କରଗଲା ।[୩] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ପ୍ରାୟ ୧୩,୦୦୦ ଡଲାର ଖର୍ଚ୍ଚ ହୁଏ ।[୪] ଚାଇନାରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୨୧,୦୦୦ ଆରଏମ୍‌ବି (RMB) ବା ୩,୨୫୦ ଆମେରିକୀୟ ଡଲାର ।[୫]

ଆଧାର[ସମ୍ପାଦନା]

  1. "Zanubrutinib". DrugBank. Archived from the original on 15 November 2019. Retrieved 15 November 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Zanubrutinib Monograph for Professionals". Drugs.com (in ଇଂରାଜୀ). Archived from the original on 16 January 2021. Retrieved 4 August 2021.
  3. ୩.୦ ୩.୧ "EU/3/19/2167". Archived from the original on 27 August 2021. Retrieved 4 August 2021.
  4. "Zanubrutinib Prices and Zanubrutinib Coupons - GoodRx". GoodRx. Retrieved 4 August 2021.
  5. "Application for the addition of Zanubrutinib on the WHO Model List of Essential Medicines" (PDF). November 2020. Archived (PDF) from the original on 27 August 2021. Retrieved 4 August 2021.