Jump to content

ଜାନୁବ୍ରୁଟିନିବ

ଉଇକିପିଡ଼ିଆ‌ରୁ
(Zanubrutinibରୁ ଲେଉଟି ଆସିଛି)
ଜାନୁବ୍ରୁଟିନିବ
Clinical data
Trade namesBrukinsa
SynonymsBGB-3111
AHFS/Drugs.commonograph
MedlinePlusa620009
data
Routes of
administration
By mouth
Legal status
Legal status
Chemical and physical data
FormulaC27H29N5O3
Molar mass471.5509
3D model (JSmol)
  • NC(=O)C1=C2NCC[C@@H](C3CCN(CC3)C(=O)C=C)N2N=C1C1=CC=C(OC2=CC=CC=C2)C=C1
  • InChI=1S/C27H29N5O3/c1-2-23(33)31-16-13-18(14-17-31)22-12-15-29-27-24(26(28)34)25(30-32(22)27)19-8-10-21(11-9-19)35-20-6-4-3-5-7-20/h2-11,18,22,29H,1,12-17H2,(H2,28,34)/t22-/m0/s1
    []
  • Key:RNOAOAWBMHREKO-QFIPXVFZSA-N

ଜାନୁବ୍ରୁଟିନିବ, ଏକ ବେପାର ନାମ ବ୍ରୁକିନସା, ଏକ ଔଷଧ ଯାହା ପୂର୍ବରୁ ଚିକିତ୍ସା ପାଇଥିବା ମାଣ୍ଟଲ ଜୀବକୋଷ ଲିମ୍ପୋମା (MCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଲିମ୍ଫୋପ୍ଲାଜାମେଟିକ୍ ଲିମ୍ଫୋମା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ରକ୍ତ ପ୍ଲାଟେଲେଟ, ରାସ, ତରଳ ଝାଡ଼ା ଏବଂ ନିମ୍ନ ହେମୋଗ୍ଲୋବିନ ସ୍ତର ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ସଂକ୍ରମଣ, ଆଟ୍ରିଆଲ୍ ଫିବ୍ରିଲେସନ, ଏବଂ ଅନ୍ୟ ପୃଥକ୍ ଏକ କର୍କଟ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ବ୍ରୁଟନର ଟାଇରୋସିନ୍ କାଇନେଜ (BTK) ପ୍ରତିବନ୍ଧକ ଏବଂ ଅର୍ବୁଦ ବୃଦ୍ଧିକୁ ମନ୍ଥର କରି କାର୍ଯ୍ୟକ୍ଷମ ହୁଏ ।[]

ଯୁକ୍ତରାଷ୍ଟ୍ରରେ ୨୦୧୯ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାନୁବ୍ରୁଟିନିବ ଅନୁମୋଦିତ ହୋଇଥିଲା ।[] ସେହିବର୍ଷ ୟୁରୋପରେ ଏହାକୁ ଏକ ଅନାଥ ଭାବରେ ଗ୍ରହଣ କରଗଲା ।[] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ପ୍ରାୟ ୧୩,୦୦୦ ଡଲାର ଖର୍ଚ୍ଚ ହୁଏ ।[] ଚାଇନାରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୨୧,୦୦୦ ଆରଏମ୍‌ବି (RMB) ବା ୩,୨୫୦ ଆମେରିକୀୟ ଡଲାର ।[]

  1. "Zanubrutinib". DrugBank. Archived from the original on 15 November 2019. Retrieved 15 November 2019.
  2. 1 2 3 4 5 6 7 "Zanubrutinib Monograph for Professionals". Drugs.com (in ଇଂରାଜୀ). Archived from the original on 16 January 2021. Retrieved 4 August 2021.
  3. 1 2 "EU/3/19/2167". Archived from the original on 27 August 2021. Retrieved 4 August 2021.
  4. "Zanubrutinib Prices and Zanubrutinib Coupons - GoodRx". GoodRx. Retrieved 4 August 2021.
  5. "Application for the addition of Zanubrutinib on the WHO Model List of Essential Medicines" (PDF). November 2020. Archived (PDF) from the original on 27 August 2021. Retrieved 4 August 2021.