ଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩

ଉଇକିପିଡ଼ିଆ‌ରୁ
ଭାରତରେ ଖାଦ୍ୟ ସୁରକ୍ଷା -ଏକ ଦୃଷ୍ଟି

ଜାତୀୟ ଖାଦ୍ୟ ସୁରକ୍ଷା ନୀତି, ୨୦୧୩ ( Right to Food Act(ଖାଦ୍ୟ ଅଧିକାର ନୀତି) ନାମରେ ମଧ୍ୟ ଜଣା) (ହିନ୍ଦୀ:राष्ट्रीय खाद्य सुरक्षा) ଏକ ଭାରତୀୟ ସଂସଦ ନୀତି ଅନ୍ତର୍ଗତ ଅଟେଯାହାର ଅର୍ଥ ହେଉଛି ଭାରତର ଦୁଇତୃତୀୟାଂଶ ତଥା ୧.୨ ନିୟୁତ ଲୋକଙ୍କୁ ରିହାତି(ସବସିଡ଼) ଦରରେ ଖାଦ୍ୟ ଯୋଗାଇଦେବା । [୧] ଏହା ସେପ୍ଟେମ୍ବର ୧୨, ୨୦୧୩ ମସିହାରେ ଆଇନ ରୂପେ ସ୍ୱାକ୍ଷରିତ ହୋଇଥିଲା । ଏହାର ପୂର୍ବ ପ୍ରଭାବ ଜୁଲାଇ ୫, ୨୦୧୩ରୁ ପଡ଼ିଥିଲା । [୨][୩]


ଜାତୀୟ ଖାଦ୍ୟ ସୁରକ୍ଷା ନୀତି (NFSA ୨୦୧୩) ଭାରତର ସଦ୍ୟ ପ୍ରଚଳିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପରିବର୍ତ୍ତନ ହୋଇଥିଲା । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ସମ୍ମିଳିତ ଶିଶୁ ବିକାଶ ସେବା ଏବଂ ସାଧାରଣ ବଣ୍ଟନ ଏହି ଯୋଜନାର ଅନ୍ତର୍ଗତ ଅଟେ । ଆହୁରି ମଧ୍ୟ NFSA ୨୦୧୩ ମାତୃତ୍ୱ ଅଧିକାରକୁ ସ୍ୱୀକାର କରେ । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏବଂ ସମ୍ମିଳିତ ଶିଶୁ ବିକାଶ ସେବା ଯୋଜନାଗୁଡ଼ିକ ସମସ୍ତଙ୍କ ପାଇଁ ହୋଇଥିଲେ ମଧ୍ୟ ପିଡିଏସ ବ୍ୟବସ୍ଥା କେବଳ ଭାରତର ଦୁଇତୃତୀୟାଂଶ ଲୋକଙ୍କଠାରେ ସୀମିତ ।(୭୫% ଗ୍ରାମାଞ୍ଚଳ ଏବଂ ୫୦% ସହରାଞ୍ଚଳରେ)

ଏହି ବିଲ୍ ଅଧିନରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଉପଭୋକ୍ତାମାନଙ୍କୁ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ଆକାରରେ ନିମ୍ନଲିଖିତ ମୂଲ୍ୟସୂଚୀ ଆଧାରରେ ଖାଦ୍ୟଶସ୍ୟ ମିଳିବ:

  • ଚାଉଳ Indian Rupee ₹3 ({{INRConvert/ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "[" ।|3|0||USD|year={{{year}}}}}) ପ୍ରତି କିଲୋ
  • ଗହମ Indian Rupee ₹2 ({{INRConvert/ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "[" ।|2|0||USD|year={{{year}}}}}) ପ୍ରତି କିଲୋ
  • ମୋଟା ଦାନା ଯୁକ୍ତ ଶସ୍ୟ (ବାଜରା) Indian Rupee ₹1 ({{INRConvert/ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "[" ।|1|0||USD|year={{{year}}}}}) ପ୍ରତି କିଲୋ ।

ଗର୍ଭବତୀ ମହିଳା, ସ୍ତନ୍ୟପାନ କରୋଉଥିବା ମା', ଏବଂ ନିର୍ଦ୍ଦିଷ୍ଟ ପ୍ରକାରର କିଛି ଶିଶୁ ଦୈନିକ ମାଗଣା ଖାଦ୍ୟ ପାଇବା ପାଇଁ ଯୋଗ୍ୟ ହେବେ ।

ଏହି ବିଲ୍ ଅତ୍ୟନ୍ତ ବିବାଦୀୟ ଅଟେ । ଏହା ଡିସେମ୍ବର ୨୨, ୨୦୧୧ରେ ପାର୍ଲ୍ୟାମେଣ୍ଟରେ ଉପସ୍ଥାପିତ ହୋଇଥିଲା ଏବଂ ରାଷ୍ଟ୍ରପତିଙ୍କ ଅଧ୍ୟାଦେଶ ମାଧ୍ୟମରେ ଜୁଲାଇ ୫, ୨୦୧୩ମସିହାରେ ପ୍ରବର୍ତ୍ତିତ ହୋଇଥିଲା । [୪][୫]

ବୈଶିଷ୍ଟ୍ୟ[ସମ୍ପାଦନା]

ଉଦ୍ଦେଶ୍ୟ[ସମ୍ପାଦନା]

ବ୍ୟପକତା[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟିପ୍ପଣୀଗୁଡ଼ିକ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Govt defers promulgation of ordinance on Food Security Bill". Times of India. June 13, 2013.
  2. "The National Food Security Bill, 2013 Receives the Assent of the President, Published in the Gazette of India as Act No. 20 of 2013" (Press release). Press Information Bureau.
  3. "Food Security Act To Be Implemented From July 5". Bloomberg TV India.
  4. U.S. Department of Agriculture, New Delhi, India, Indian Cabinet Approves National Food Security Bill 2013, GAIN Report IN3037, April 11, 2013
  5. National Food Security Ordinance, No. 7 of 2013, July 5, 2013

ବାହ୍ୟ ଲିଙ୍କ[ସମ୍ପାଦନା]

ସରକାରୀ ଦସ୍ତାବିଜ[ସମ୍ପାଦନା]

ମିଡ଼ିଆ କଭରେଜ ଏବଂ ମନ୍ତବ୍ୟ[ସମ୍ପାଦନା]