ଜରକ
Appearance
ଜରକ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ମୟୂରଭଞ୍ଜ |
ପଞ୍ଚାୟତ ସମିତି | ଜରକ |
ଗ୍ରାମ ପଞ୍ଚାୟତ | ଜରକ |
ତହସିଲ | ଠାକୁରମୁଣ୍ଡା |
Time zone | IST (+୫.୩୦) |
ଡାକ କୋଡ଼ | ୭୫୭୦୩୮[୧] |
ଜରକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଏହା ତହସିଲ ଠାକୁରମୁଣ୍ଡାଠାରୁ ୧୨ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏହି ଗ୍ରାମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।
ସଂସ୍କୃତି
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ ଠାକୁରମୁଣ୍ଡାଠାରେ ବାସୁଳି ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ପଣା ସଙ୍କ୍ରାନ୍ତିରେ "ଉଡା ପର୍ବ" ଅନୁଷ୍ଠିତ ହୋଇଥାଏ ଓ ଏଥିପାଇଁ ବହୁତ ଲୋକ ସମାଗମ ହୁଏ ।
ଆଧାର
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |