ଜରକ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜରକ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୂରଭଞ୍ଜ
ପଞ୍ଚାୟତ ସମିତିଜରକ
ଗ୍ରାମ ପଞ୍ଚାୟତଜରକ
ତହସିଲଠାକୁରମୁଣ୍ଡା
Time zoneIST (+୫.୩୦)
ଡାକ କୋଡ଼
୭୫୭୦୩୮[୧]

ଜରକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ତହସିଲ ଠାକୁରମୁଣ୍ଡାଠାରୁ ୧୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହି ଗ୍ରାମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଠାକୁରମୁଣ୍ଡାଠାରେ ବାସୁଳି ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ପଣା ସଙ୍କ୍ରାନ୍ତିରେ "ଉଡା ପର୍ବ" ଅନୁଷ୍ଠିତ ହୋଇଥାଏ ଓ ଏଥିପାଇଁ ବହୁତ ଲୋକ ସମାଗମ ହୁଏ ।

ଆଧାର[ସମ୍ପାଦନା]