ଜଗଦୀଶପୁର , ବିହାର
ଦେଖଣା
Jagdispur | |
|---|---|
subdistrict | |
| Country | |
| State | Bihar |
| District | Bhojpur |
| Elevation | 53 m (174 ft) |
| Population (2011) | |
| • Total | ୩୨,୪୪୭ |
| Languages | |
| Time zone | UTC+5:30 (IST) |
| PIN | 802 158 |
| Telephone code | 916181 |
| Website | jagdispur |
ଜଗଦୀଶପୁରr (Commonly spelled: Jagdishpur, ହିନ୍ଦୀ : जगदीशपुर) ଭାରତୀୟ ରାଜ୍ୟ ବିହାରର ଏକ ସବ ଡିଭିଜନ ସହର । ଏହାର ସ୍ୱରଣିମ ଏଇତିହାସିକ ପ୍ରଚ୍ଛଦ ପାଇଁ ଏହା ଜଣା ଶୁଣା । 1857 ବିଦ୍ରୋହରେ ନେତୃତ୍ୱ ନେଇଥିବା ବୀର କାନୱାର ସିଂହ ଏହି ଅଞ୍ଚଳରେ ଥିଲେ । ଏହି ସବ ଡିଭିଜନର ଆୟତନ 2.474 ବର୍ଗ କିଲୋମିଟର ଓ ଜଣ ସଂଖ୍ୟା 2001 ଜନଗଣନା ଅନୁସାରେ 212541 ଥିଲା ।
ଇତିହାସ
[ସମ୍ପାଦନା]2001 ମସିହା ଜନଗଣନା ନାସୁସାରେ ଜଗଦୀଶପୁରର ଜନସଂଖ୍ୟା 35.416 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 54 % ଥିବା ବେଳେ ମହିଳା ସଂଖ୍ୟା 46 % ଥିଲା ।ଏଠାରେ ସାକ୍ଷ୍ୟରତା ହାର 55 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ କମ ରହିଥିଲା । 6 ବର୍ଷରୁ କମ ଆବାଦୀ16 % ରହିଥିଲା । is 59.64 %.
http://www.census2011.co.in/data/town/801388-jagdishpur-bihar.html
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଜଗଦିଷ୍ପୂରର ଭୌଗୋଳିକ ଅବସ୍ଥିତି °28′N 84°25′Eଠାରେ । ଏହା ସମୁଦ୍ର ପତ୍ତନଠାରୁ 174 ଫୁଟ ଉପରେ ରହିଛି ।ଏହା ଅରା ସହରଠାରୁ 20 କିଲୋମିଟର ଦୁରବର୍ତୀ ।
ବାହାର ଲିଙ୍କ
[ସମ୍ପାଦନା]- Jagdispur Website Archived 2017-02-16 at the Wayback Machine.
ଆଧାର
[ସମ୍ପାଦନା]- http://www.jagdispur.com Archived 2017-02-16 at the Wayback Machine.
- http://bhojpur.bih.nic.in