ଛାଞ୍ଚ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩ ସାଧୁବାଦ

ଉଇକିପିଡ଼ିଆ‌ରୁ

୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୨୩ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୩ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିବା ଭଳି ଭବିଷ୍ୟତର ଗଣ-ସମ୍ପାଦନା ସବୁରେ ଆପଣଙ୍କର ଏମିତି ସହଯୋଗ କାମନା କରୁଛୁ । - ଗପୁ (ମୋ ଆଲୋଚନା) ୧୯:୪୮, ୧୭ ଅଗଷ୍ଟ ୨୦୨୩ (IST)