ଚୁଟୁକୁଚୁଟା

ଉଇକିପିଡ଼ିଆ‌ରୁ

ଚୁଟକୁଚୁଟା ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । [୧] ବିଶେଷକରି ସମ୍ବଲପୁର, ବରଗଡ଼ବଲାଙ୍ଗୀର ଅଧିବାସୀମାନେ ଏହି ନୃତ୍ୟକୁ ପାରମ୍ପରିକ ଭାବେ ବିଭିନ୍ନ ପର୍ବପର୍ବାଣିରେ ପରିବେଷଣ କରିଥାନ୍ତି ।[୨]

ଏହି ନୃତ୍ୟ ଉଭୟ ପୁରୁଷ ଓ ମହିଳାମାନଙ୍କଦ୍ୱାରା ପରିବେଷଣ କରାଯାଏ ।

ଆଧାର[ସମ୍ପାଦନା]

  1. "Sectoral District wise List of Art Forms of Odisha". ଓଡ଼ିଶା ସଂଗୀତ ନାଟକ ଏକାଡେମୀ. Retrieved 12 January 2017.[permanent dead link]
  2. "Colours of nuakhai intoxicates Bhubaneswar". m.timesofindia.com/. Retrieved 12 January 2017.