ଚୁଟୁକୁଚୁଟା
Appearance
ଚୁଟକୁଚୁଟା ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । [୧] ବିଶେଷକରି ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଅଧିବାସୀମାନେ ଏହି ନୃତ୍ୟକୁ ପାରମ୍ପରିକ ଭାବେ ବିଭିନ୍ନ ପର୍ବପର୍ବାଣିରେ ପରିବେଷଣ କରିଥାନ୍ତି ।[୨]
ଏହି ନୃତ୍ୟ ଉଭୟ ପୁରୁଷ ଓ ମହିଳାମାନଙ୍କଦ୍ୱାରା ପରିବେଷଣ କରାଯାଏ ।
ଆଧାର
[ସମ୍ପାଦନା]- ↑ "Sectoral District wise List of Art Forms of Odisha". ଓଡ଼ିଶା ସଂଗୀତ ନାଟକ ଏକାଡେମୀ. Retrieved 12 January 2017.[permanent dead link]
- ↑ "Colours of nuakhai intoxicates Bhubaneswar". m.timesofindia.com/. Retrieved 12 January 2017.