ଚାଉଳ
Appearance
ଚାଉଳ ହେଉଛି ଧାନରୁ ତିଆରି ଏକ ଖାଦ୍ୟ ପଦାର୍ଥ । ଏହାକୁ ରୋଷେଇ କରି ଖିଆଯାଏ । ଭାରତ ତଥା ଓଡ଼ିଶାରେ ଚାଉଳକୁ ଏକ ମୁଖ୍ୟ ଖାଦ୍ୟ ଭାବେ ବିବେଚିତ କରିଥାନ୍ତି ।
ବ୍ୟବହାର
[ସମ୍ପାଦନା]ଚାଉଳ ବିଭିନ୍ନ ପ୍ରକାରର ଥାଏ । ଯେମିତିକି
- ଭାତ ଚାଉଳ
- ମୁଢି ଚାଉଳ
- ଖିରୀ ଚାଉଳ
- ଉଖୁଡା ଚାଉଳ
ଭାତ କରଯାଉଥିବା ଚାଉଳ ମଧ୍ୟ ଦୁଇ ପ୍ରକାରର
ଚାଷ ଓ ପ୍ରଣାଳୀ
[ସମ୍ପାଦନା]ଚାଉଳ ଧାନରୁ ବାହାରି ଥାଏ ବା ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଧାନଚାଷ କରାଯାଇଥାଏ । ଧାନ ଅମଳ ପରେ ବିଭିନ୍ନ ଉପାୟରେ ଧାନରୁ ଚାଉଳ ହୁଏ।
ଇତିହାସ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ବାବଦରେ ଉଇକିପୋଥି ରାନ୍ଧଣା ପୋଥିରେ ଏକ ରାନ୍ଧଣା ପ୍ରଣାଳି ଅଛି ।
ଚାଉଳ ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ଉଇକିମିଡ଼ିଆ କମନ୍ସରେ Rice
ବାବଦରେ ମାଧ୍ୟମ ରହିଛି ।
ଉଇକି କଥାରେ ଚାଉଳ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
- ଚାଉଳ at Curlie
- International Rice Research Institute
- Rice latest trade data on ITC Trade Map
- Global Rice Science Partnership Archived 2011-11-28 at the Wayback Machine.
- Rice Today magazine Archived 2015-09-21 at the Wayback Machine.
- Calories in rice Archived 2011-09-02 at the Wayback Machine.
- Interviews with Pioneers of Rice Research Archived 2012-07-11 at the Wayback Machine.
- Rice Knowledge Bank Archived 2013-12-02 at the Wayback Machine.
- A Brief History of Rice (p. 9 – p. 12) Archived 2012-04-25 at the Wayback Machine.
- A Cuban Skirmish for Rice by Isbel Diaz Torres, Havana Times, June 16, 2010
- National Food Authority.
- Philippine Rice Research Institute. Archived 2012-06-21 at the Wayback Machine.
- Safe Storage of Cooked Rice
- Rice Research and Practice Archived 2013-12-02 at the Wayback Machine.