ଚର୍ଖୀ ଦାଦ୍ରି
Charkhi Dadri | |
---|---|
City | |
Country | ![]() |
State | Haryana |
District | Bhiwani |
Languages | |
• Official | Hindi |
Time zone | UTC+5:30 (IST) |
PIN | 127306 |
Telephone code | 01250 |
Nearest city | Kosli, Bhiwani |
Sex ratio | 54:46 ♂/♀ |
Literacy | 70% |
Vidhan Sabha constituency | Dadri (Vidhan Sabha constituency) |
Climate | Dry (Köppen) |
ଚର୍ଖୀ ଦାଦ୍ରି ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ଭିୱନି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଚର୍ଖୀ ଦାଦ୍ରି ୨୮.୫୯୬୩ ଉତ୍ତର ଅକ୍ଷାଂଶ ଓ ୭୬.୨୭୦୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚର୍ଖୀ ଦାଦ୍ରି ସହରର ମୋଟ ଜନସଂଖ୍ୟା ୪୪୮୯୨ ଅଟେ ।[୨] ସେଥି ମଧ୍ୟରୁ ୫୩.୫୨% ଜଣ ପରୁଷ ହୋଇଥିବା ବେଳେ ୪୬.୪୮% ଜଣ ନାରୀ ଅଟନ୍ତି । ଚର୍ଖୀ ଦାଦ୍ରିର ସାକ୍ଷରତା ହାର ୬୯.୮୦% ଅଟେ । ଏହା ଜାତୀୟ ହାରଠାରୁ -୪.୯୬% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୬% ପ୍ରତିଶତ ପୁରୁଷ ଓ ୨୯.୦୪% ନାରୀ ଅଟନ୍ତି । ୧୩.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ଚର୍ଖୀ ଦାଦ୍ରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.