ଘରଚଟିଆ
ଦେଖଣା
ଘରଚଟିଆ | |
---|---|
ପୁରୁଷ ପକ୍ଷୀ | |
ମହିଳା ପକ୍ଷୀ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | {{{1}}} |
Genus: | {{{1}}} |
ଜାତି: | P. domesticus |
ବାଇନୋମିଆଲ ନାମ | |
Passer domesticus (Linnaeus, 1758)
| |
Synonyms[୨] | |
Fringilla domestica Linnaeus, 1758 |
ଘରଚଟିଆ ବିଭିନ୍ନ ପ୍ରକାରର ଚଟିଆମାନଙ୍କ ଭିତରୁ ଗୋଟିଏ ଅନ୍ୟତମ । ଏହା ଛୋଟ ଚଢ଼େଇ ଟିଏ । ଗାଁ ହେଉ କି ସହର ସେ ସବୁଠି ରହିଥାଏ । ଘରର ଚାଳ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟ୍ କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥିବା କେବୁଲ ବକ୍ସରେ ଚଢେଇଟି ତା' ଛୋଟ ଘର ତିଆରି ଥାଏ ।
ଶବ୍ଦ
[ସମ୍ପାଦନା]ସଚେତନତା
[ସମ୍ପାଦନା]ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ୨୦ ତାରିଖ ଦିନ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ ।[୩][୪]
ଆଧାର
[ସମ୍ପାଦନା]- ↑ BirdLife International (2012). "Passer domesticus". IUCN Red List of Threatened Species. Version 2012.1. International Union for Conservation of Nature. Retrieved 16 July 2012.
{{cite web}}
: Invalid|ref=harv
(help) - ↑ Summers-Smith 1988, pp. 307–313
- ↑ "'Save sparrows for nature's balance'". Times of India. Bennett, Coleman & Co. 21 March 2012. Archived from the original on 2013-04-10. Retrieved 2015-03-20.
- ↑ Sathyendran, Nita (21 March 2012). "Spare a thought for the sparrow". The Hindu. Retrieved 22 March 2012.
ଅଧିକ ତଥ୍ୟ
[ସମ୍ପାଦନା]ଘରଚଟିଆ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିଜାତିରେ ଜାତି ସୂଚି Passer domesticus |
- "House Sparrow media". Internet Bird Collection.
- House Sparrow media at ARKive
- House Sparrow at the Royal Society for the Protection of Birds website
- Indian Sparrow Archived 2014-05-18 at the Wayback Machine. and House Sparrow Archived 2014-05-18 at the Wayback Machine. at Birds of Kazakhstan
- World Sparrow Day
- Save the Indian House Sparrow
- House Sparrow photo gallery at VIREO (Drexel University)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |