ଚଟିଆ (ଚଢ଼େଇ)
ଦେଖଣା
(Sparrowରୁ ଲେଉଟି ଆସିଛି)
ଚଟିଆ | |
---|---|
ଘର ଚଟିଆ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Passeriformes |
ଉପଗଣ: | Passeri |
ଅବଗଣ: | Passerida |
ଅଧିକୁଳ: | Passeroidea |
କୁଳ: | Passeridae Illiger, 1811 |
Genera | |
ଘର ଚଟିଆ ବା ଚଟିଆ (English: sparrows) ଏକ ପେସେରିଡେ (Passeridae) ପରିବାରର ଚଢ଼େଇ । ଏମାନେ ଛୋଟ ପେସେରିନ (passerine) ଚଢ଼େଇ । ଏମାନେ ବଡ଼ ବଡ଼ ଦଳରେ ମିଶି ରହିଥାନ୍ତି, ଘର ଚଟିଆମାନେ ଘରମାନଙ୍କରେ ରହିଥାନ୍ତି ଓ ଇଉରାସିଆନ ଗଛ ଚଟିଆ (Eurasian Tree Sparrow)ମାନେ ବେଶୀ ନଗରମାନଙ୍କରେ ରହିଥାନ୍ତି । ଚଟିଆମାନେ ବାକି ବଣୁଆ ଚଢ଼େଇମାନଙ୍କ ତୁଳନାରେ ବେଶୀ ଜଣାଶୁଣା ।[୧] ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟର କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥ\ବା କେବୁଲ ବକ୍ସରେ ଚଢ଼େଇଟି ତା ଛୋଟ ସଂସାର ମେଲିଥାଏ |
ପ୍ରଜନନ
[ସମ୍ପାଦନା]ଏପ୍ରିଲରୁ ଆଗଷ୍ଟ ମାସ ପର୍ଯ୍ୟନ୍ତ ଘରଚଟିଆର ପ୍ରଜନନ ଋତୁ | ଅଣ୍ଡା ଦେବାର ମାତ୍ର ଦଶ ଦିନ ମଧ୍ୟରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଥାନ୍ତି |ଅଣ୍ଡାର ଲମ୍ବ ୦.୮ରୁ ୦.୯ ଇଞ୍ଚ | ଛୁଆ ଫୁଟିବାର ୧୪ ଦିନ ମଧ୍ୟରେ ଏହାର ଶାବକ ଉଡିବା ଆରମ୍ଭ କରିଥାଏ | [୨]
ଆଧାର
[ସମ୍ପାଦନା]- ↑ Clement, Peter; Colston, P. R. (2003). "Sparrows and Snowfinches". In Perrins, Christopher (ed.). The Firefly Encyclopedia of Birds. Firefly Books. pp. 590–591. ISBN 1-55297-777-3.
- ↑ ପ୍ରତିନିଧି, ଦିଗଦର୍ଶନ (2014). ଘରଚଟିଆର ଘର ସଂସାର. ଭୁବନେଶ୍ୱର: ବିଶ୍ୱାବସୁ. p. ୨.
ଆଗକୁ ପଢିବେ
[ସମ୍ପାଦନା]- Clement, Harris and Davis, Finches and Sparrows ISBN 0-7136-8017-2 (hardcover) ISBN 0-7136-5203-9 (ବନ୍ଧା ବହି)
ବାହାର ଲିଙ୍କ
[ସମ୍ପାଦନା]ଚଟିଆ (ଚଢ଼େଇ) ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ଉଇକିମିଡ଼ିଆ କମନ୍ସରେ Passeridae
ବାବଦରେ ମାଧ୍ୟମ ରହିଛି ।