ଗୌରୀରାମ ଗୁପ୍ତା
ଦେଖଣା
ଗୌରୀରାମ ଗୁପ୍ତା | |
---|---|
ବିଧାୟକ: ୧ମ, ୨ୟ ଓ ୪ର୍ଥ ଉତ୍ତର ପ୍ରଦେଶ ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨–୧୯୬୯ | |
ପର ଅଧିକାରୀ | ପ୍ୟାରୀ ଦେବୀ ଅଗ୍ରହାରୀ |
ନିର୍ବାଚନ ମଣ୍ଡଳୀ | ଫରେଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ୟାରୀ ଦେବୀ ଅଗ୍ରହାରୀ |
ଘର | ଧନୀ ବଜାର, ଗୋରଖପୁର |
ଗୌରୀରାମ ଗୁପ୍ତା ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ । ସେ ଉତ୍ତରପ୍ରଦେଶର ପ୍ରଥମ ବିଧାନ ସଭାର ବିଧାୟକ ଥିଲେ । ସେ ୧୯୫୨, ୧୯୫୭ ଓ ୧୯୬୭ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ ଫରେଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ପ୍ୟାରୀ ଦେବୀ ଅଗ୍ରହାରୀ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ ।[୩][୪]
ଆଧାର
[ସମ୍ପାଦନା]- ↑ "History: Legislative Assembly of Uttar Pradesh". Uttar Pradesh Legislative Assembly website. Archived from the original on 27 May 2015. Retrieved 27 May 2015.
- ↑ "1951 Election Results" (PDF). Election Commission of India website. Retrieved 27 May 2015.
- ↑ "महिला को नहीं दिखाया विधान सभा का रास्ता". Dainik Jagran. January 16, 2012.
- ↑ Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 483.