ଗୋପିକା ଅନିଲ

ଉଇକିପିଡ଼ିଆ‌ରୁ
ଗୋପିକା ଅନିଲ
ଜନ୍ମ (1994-04-27) ୨୭ ଅପ୍ରେଲ ୧୯୯୪ (ବୟସ ୩୦)
କାଲିକଟ୍, କେରଳ, ଭାରତ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଡାକ୍ତର
ସକ୍ରିୟ ବର୍ଷ୨୦୦୨ – ଏବେଯାଏଁ
ପ୍ରସିଦ୍ଧିକବନୀ
ବୈବାହିକ-ସାଥୀଗୋବିନ୍ଦ ପଦ୍ମସୂର୍ଯ୍ୟ (୨୦୨୪ - ଏବେଯାଏଁ)

ଗୋପିକା ଅନିଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ କେରଳମ୍‌ରେ ପ୍ରାସାରିତ ଧାରାବାହିକ କବନୀରେ ମୁଖ୍ୟ ଚରିତ୍ର କବନୀ ପାଇଁ ସେ ଜଣାଶୁଣା ।[୧] ଏହା ବ୍ୟତୀତ, ସେ ଏସିଆନେଟ୍‌ରେ ପ୍ରସାରିତ ଧାରାବାହିକ ସାନ୍ତୱାନମରେ ଅଞ୍ଜଳି ଭୂମିକା ପାଇଁ ଜଣାଶୁଣା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋପିକା ୧୯୯୪ ମସିହାର ଅପ୍ରେଲ ୨୭ ତାରିଖରେ କେରଳରସ୍ଥିତ କାଲିକଟଠାରେ ଜନ୍ମଗ୍ରହଣ କରିଥିଲେ ।[୩] ସେ କେରଳର ଏସ୍‌ଡିଏମ୍ କଲେଜରୁ ଆୟୁର୍ବେଦିକ ମେଡିସିନ୍ ଓ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ସାନ ଭଉଣୀ କୀର୍ତ୍ତନା ଅନିଲ ମଧ୍ୟ ଜଣେ ଅଭିନେତ୍ରୀ ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୨ ଅକ୍ଟୋବର ୨୦୨୩ରେ ଗୋପିକାଙ୍କର ଜଣାଶୁଣା ମାଲାୟାଲମ୍ ଦୂରଦର୍ଶନ ଉପସ୍ଥାପକ ଗୋବିନ୍ଦ ପଦ୍ମସୂର୍ଯ୍ୟଙ୍କ ସହ ନିର୍ବନ୍ଧ ହୋଇଥିଲା ।[୫] ଦୁହେଁ ୨୮ ଜାନୁଆରୀ ୨୦୨୪ରେ ବିବାହ କରିଥିଲେ ।[୬]

ଅଭିନୟ ଜୀବନ[ସମ୍ପାଦନା]

ଗୋପିକା ୨୦୦୪ ମସିହାରେ ତାଙ୍କ ଭଉଣୀ କୀର୍ତ୍ତନାଙ୍କ ସହ ଶିବମ୍ବାଲେଟାନ୍‌ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ Ref.
୨୦୦୨ ଶିବମ୍ ଭଦ୍ରନଙ୍କ ଝିଅ ପ୍ରଥମ କଥାଚିତ୍ର [୭]
୨୦୦୩ ବାଲେଟାନ୍ ବାଲାନଙ୍କ ବଡ଼ ଝିଅ [୮]
୨୦୦୪ ମାୟିଲାଟ୍ଟମ ସାନ ମୈଥିଲି [୯]
ଅକାଲେ ହେନା ଫ୍ରେଡି [୧୦]
୨୦୧୨ ଭୂମିୟୁଡ଼େ ଅବକାଶିକାଲ ରୋଜି
୨୦୧୪ ବସନ୍ତାଥିନ୍ତେ କନାଲ ବାଜିକାଲିଲ ମାତଙ୍ଗୀ
୨୦୧୮ ମଟ୍ଟଞ୍ଚେରୀ ସମୀରା [୧୧]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ ମନ୍ତବ୍ୟ Ref.
୨୦୦୨ ମଙ୍ଗଲ୍ୟମ୍ ଶିଶୁ କଳାକାର ଏସିଆନେଟ୍ [୧୨]
୨୦୦୫ ଚିତ୍ତା ସୂର୍ଯ୍ୟ ଟିଭି
୨୦୦୬ ଉନ୍ନିୟାର୍ଚ୍ଚା କୁଞ୍ଜି ଏସିଆନେଟ୍ [୧୩]
୨୦୦୮–୨୦୦୯ ଆମ୍ମାଥୋଟ୍ଟିଲ ସାନ ସୀମନ୍ତିନୀ [୧୨]
୨୦୧୯–୨୦୨୦ କବନୀ କବନୀ ଜୀ କେରଳମ୍ [୧୪]
୨୦୨୦–୨୦୨୪ ସନ୍ଥୱନମ୍ ଅଞ୍ଜଳି ଏସିଆନେଟ୍ [୧୫]
୨୦୨୧–୨୦୨୩ ଷ୍ଟାର୍ଟ ମ୍ୟୁଜିକ୍ ଆରାଧ୍ୟାମ୍ ପାଡୁମ୍ ପ୍ରତିଯୋଗୀ [୧୬]

ଅଭିନୀତ ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ Ref.
୨୦୨୨ ଗାର୍ଲସ୍ ଷ୍ଟେଫି [୧୭]
୨୦୨୩ ଥୁଡାକ୍କମ୍ ମଙ୍ଗଲ୍ୟମ୍ ରେବତୀ

ଆଧାର[ସମ୍ପାଦନା]

  1. "Santhwanam couple Sajin and Gopika showcases culinary skills; watch". The Times of India. 6 January 2021.
  2. "Kabani completes 300 episodes, actress Gopika Anil thanks the team". The Times of India (in ଇଂରାଜୀ). 30 March 2020.
  3. "Keerthana Anil pens down an adorable note on sister Gopika's birthday, see post". The Times of India (in ଇଂରାଜୀ). 2021-04-27. Retrieved 2021-04-27.
  4. "Real life siblings Gopika and Keerthana look classy in their Onam special photoshoot; watch BTS video". The Times of India (in ଇଂରାଜୀ). 2020-09-03. Retrieved 2020-09-03.
  5. "Govind Padmasoorya gets engaged to Gopika Anil, see photos". The Indian Express (in ଇଂରାଜୀ). 2023-10-22. Retrieved 2023-10-24.
  6. "A Cinematic Wedding Journey: The Unconventional Love Story of Govind Padmasoorya and Gopika Anil". Celtalks. 28 January 2024. Archived from the original on 28 January 2024. Retrieved 28 January 2024.
  7. "Four Interesting Facts About Gopika Anil A.k.a Zee Keralam's Kabani We Bet You Didn't Know". 7 November 2019.
  8. 'ബാലേട്ടന്റെ' മകള്‍ ഇപ്പോള്‍ ഡോക്റാണ്, ലൈവില്‍ വന്ന് സാന്ത്വനത്തിലെ ഗോപിക ['Balettan's daughter is a doctor now, Gopika from Santhwanam on live]. asianetnews (in ମାଲାୟଲମ୍).
  9. Nair, Radhika (18 February 2021). "Actress Gopika Anil: It is surprising that men are watching TV serials especially Santhwanam more". The Times of India.
  10. "Govind Padmasoorya and Gopika Anil tie the knot in traditional ceremony. Watch". The Indian Express (in ଇଂରାଜୀ). 2024-01-28. Retrieved 2024-02-04.
  11. Mathrubhumi (Interview) (in ମାଲାୟଲମ୍). 26 May 2017 https://www.mathrubhumi.com/movies-music/interview/balettan-movie-child-artist-gopika-mattancherry-movie-mohanlal-bijumenon-gopikaanil-1.1966528. {{cite interview}}: Missing or empty |title= (help)
  12. ୧୨.୦ ୧୨.୧ "'ബാലേട്ടന്‍റെ' മക്കളായി മനം കവർന്ന 'ക്യൂട്ട് സിസ്റ്റേഴ്സ്' ഇവിടെയുണ്ട് !". Malayalam. Samayam.
  13. UR, Arya (6 May 2019). "Kabani has given me the strength to handle stress in real life- Gopika Anil". The Times of India.
  14. "Watch: This throwback video of Kabani actress Gopika Anil is too cute to be missed". The Times of India. 23 April 2020.
  15. "അഞ്ജലി അല്ല ഡോക്ടർ ഗോപിക; ഹരിയെ സ്വന്തമാക്കാൻ ഒരുങ്ങുന്ന അഞ്ജലിയുടെ വിശേഷങ്ങൾ!". malayalam.samayam.com.
  16. "Santhwanam actors to have a blast in 'Start Music'; watch teaser - Times of India". The Times of India. Retrieved 14 January 2022.
  17. "New web series 'Girls' grabs attention; Rebecca Santhosh is the star of the premiere episode". The Times of India (in ଇଂରାଜୀ). 26 August 2022. Retrieved 27 August 2022.

ବାହାର ଲିଙ୍କ୍[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଗୋପିକା ଅନିଲ Edit this at Wikidata