Jump to content

ଗୋପାଳତୀର୍ଥ ମଠ

ଉଇକିପିଡ଼ିଆ‌ରୁ

ଗୋପାଳତୀର୍ଥ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । [୧]

ଜଗନ୍ନାଥଙ୍କ ସେବାରେ ଯୋଗଦାନ

[ସମ୍ପାଦନା]

ସ୍ନାନ ପୁର୍ଣ୍ଣିମା ଦିନ ହାତୀ ବେଶରେ ଏକ ଭାଗ ଯୋଗାଇ ଥାଏ । ମକର ସଂକ୍ରାନ୍ତିରେ ମକର ଚାଉଳ ଏବଂ ସ୍ନାନ ପୁର୍ଣ୍ଣିମା ଅବସରରେ ପଙ୍କ୍ତି ଭୋଗ ସେବା କରାଇଥାଏ । [୨]

  1. ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
  2. ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.

ଅଧିକ ପଠନ

[ସମ୍ପାଦନା]