ଗୋଣ୍ଡିଆ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଣ୍ଡିଆ
गोंदिया
Gondiya
City
Nickname: 
Rice City
Country India
StateMaharashtra
DistrictGondia
Government
 • TypeLocal
 • BodyMunicipal Council
Area
 • ସମୁଦାୟ30 km2 (10 sq mi)
Elevation
d
300 m (1,000 ft)
Population
 (2011)[୧] (urban agglomeration ≈ 180,000)
 • Total୧,୩୨,୮୨୧
 • Rank256
 • Density4,400/km2 (11,000/sq mi)
Language
Time zoneUTC+5:30 (IST)
PIN
441601,441614
Telephone code+91-07182
ଯାନବାହାନ ପଞ୍ଚୀକରଣMH-35
Sex ratio991 per 1000 male. /
Websitegondia.nic.in

ଗୋଣ୍ଡିଆ , କେନ୍ଦ୍ର ଭାରତୀୟ  ରାଜ୍ୟ ମହାରାଷ୍ଟ୍ରର ଏକ ମୁଖ୍ୟ ସହର । ଏହାକୁ ରାଇସ ସିଟି କୁହାଯାଏ କାରଣଠାରେ ବହୁ ସଂଖ୍ୟାରେ ରାଇସ ମିଲ ସବୁ ରହିଛି । ଏହାକୁ ମହାରାଷ୍ଟ୍ରର ପ୍ରବେଶ ପଥ ମଧ୍ୟ କୁହାଯାଏ । ଏଠାରେ ଟବାକୋ ଶିଳ୍ପ ମଧ୍ୟ ରହିଛି । 

Iପୁରାତନ ସମୟରେ ଏହା ଗୋଙ୍ଗ ରାଜା ମାନଙ୍କଦ୍ୱାରା ଶାସିତ ହଉଥିଲା । ଏହି ଅଞ୍ଚଳରେ ପରଚିନ କାଳରୁ ଲାଖ , ପଲାଶ ଉତ୍ପାଦନ ହଉଥିଲା । ଏଠାରେ ଏକ ବୃହତ ରେଳ ଷ୍ଟେସନ ରହିଛି । 

ଜଳବାଯୁ [ସମ୍ପାଦନା]

Climate data for Gondia
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 27.6
(81.7)
31.1
(88)
35.2
(95.4)
39.0
(102.2)
42.1
(107.8)
38.1
(100.6)
30.5
(86.9)
29.9
(85.8)
30.8
(87.4)
31.0
(87.8)
29.3
(84.7)
27.9
(82.2)
32.71
(90.88)
Average low °C (°F) 13.3
(55.9)
15.4
(59.7)
19.6
(67.3)
24.6
(76.3)
28.9
(84)
27.4
(81.3)
24.3
(75.7)
24.1
(75.4)
23.9
(75)
21.2
(70.2)
15.2
(59.4)
12.9
(55.2)
20.9
(69.62)
Average precipitation mm (inches) 18.0
(0.709)
30.7
(1.209)
16.0
(0.63)
16.0
(0.63)
13.7
(0.539)
219.2
(8.63)
503.9
(19.839)
443.5
(17.461)
222.3
(8.752)
66.5
(2.618)
22.9
(0.902)
5.8
(0.228)
୧,୫୭୮.୫
(୬୨.୧୪୭)
Source: Government of Maharashtra

ଯାତାୟତ [ସମ୍ପାଦନା]

ରେଳପଥ [ସମ୍ପାଦନା]

Gondia
Gondia rail routes

ଗୋଣ୍ଡିଆ ରେଳ ଷ୍ଟେସନ ଏକ ମୁଖ୍ୟ ଷ୍ଟେସନ । ଏଠାରୁ ବହୁତ ଅଞ୍ଚଳକୁ ଯାତ୍ରୀବାହୀ ଓ ମାଳ ପରିବହନ ଟ୍ରେନ ଚାଲିଥାଏ । ସମସ୍ତ ସୁବିଧା ଥିବା ଏହି ଷ୍ଟେସନ ସର୍ବଦା ଚଳଚଞ୍ଚଳ ଥାଏ । ଏହା ହାୱଡା ନାଗପୁର ମୁମ୍ବାଇ ମୁଖ୍ୟ ଲାଇନରେ ରହିଛି । ଏଠାରୁ ଜବଲପୁରକୁ ମଧ୍ୟ ଲାଇନ ଯାଇଛି । 2005/06  ମସିହାରେ ଗୋଣ୍ଡିଆ ବାଲାଘାଟ ଲାଇନ ମଧ୍ୟ ନେରୋ ଗଜରୁ ବ୍ରଡ ଗଜ କରାଗଲା । 

ଗୋଣ୍ଡିଆ ରେଳ ଷ୍ଟେସନ 1888 ମସିହାରେ ନିର୍ମିତ ହେଇଥିଲା । 

ଆଧାର [ସମ୍ପାଦନା]

  1. "Gondiya (Gondia) District Population Census 2011, Maharashtra literacy sex ratio and density". Census2011.co.in. Retrieved 2014-08-23.