Jump to content

ଗୋକୁଳନାଥ

ଉଇକିପିଡ଼ିଆ‌ରୁ
ଗୋକୁଳନାଥ‌
ଜନ୍ମ (1984-08-12) ୧୨ ଅଗଷ୍ଟ ୧୯୮୪ (ବୟସ ୪୨)
Other namesମାନାଦା ମୟିଲାଦା ଗୋକୁଳନାଥ‌
ଅମ୍ବୁଲି ଗୋକୁଳନାଥ‌
ପେଷାsନୃତ୍ୟ ନିର୍ଦ୍ଦେଶକ, ଅଭିନେତା
କାର୍ଯ୍ୟକାଳ୨୦୦୮–ଏବେଯାଏଁ

ଗୋକୁଳନାଥ (ଜନ୍ମ: ୧୨ ଅଗଷ୍ଟ ୧୯୮୪; ଜନ୍ମସ୍ଥାନ: ଚେନ୍ନାଇ) ଜଣେ ଭାରତୀୟ ନୃତ୍ୟ ନିର୍ଦ୍ଦେଶକ ତଥା ଅଭିନେତା, ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି ।[୧] ସେ ଅମ୍ବୁଲି ଗୋକୁଳନାଥ ନାମରେ ମଧ୍ୟ ଜଣାଶୁଣା[୨][୩]

ଅଭିନୟ ଜୀବନ

[ସମ୍ପାଦନା]

ସେ ଜଣେ ଗ୍ରାଫିକ୍ ଡିଜାଇନର୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ମିମ୍ ଆଟିଷ୍ଟ ଭାବରେ କାମ କରୁଥିଲେ । ଏହା ସହିତ କିଛି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ସେ କଳାକାପୋବଧୁ ୟାରୁ, ମାନାଡା ମାୟିଲାଡ଼ୁ ଏବଂ ନାଲାୟା ଇୟାକ୍କୁନାର ଭଳି ଡ୍ୟାନ୍ସ ରିଆଲିଟି ଶୋ'ରେ ଭାଗ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଅମ୍ବୁଲି, ଆହା ଏବଂ ଜୁମ୍ବୁଲିଙ୍ଗମ୍ ୩ଡି ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୦ ଚାଷ୍ଟର୍ ୬ ତେଲୁଗୁ
୨୦୧୧ ପଥାୟେରାମ କୋଡ଼ି ଗୋକୁଳ ତାମିଲ୍
୨୦୧୨ ଅମ୍ବୁଲି ଅମ୍ବୁଲି ତାମିଲ୍
୨୦୧୪ ଆହା ତମିଜ୍ ତାମିଲ୍
୨୦୧୬ ଜୁମ୍ବୁଲିଙ୍ଗମ୍ ୩ଡି ଜୁମ୍ବୁଲିଙ୍ଗମ୍ ତାମିଲ୍
୨୦୧୭ ମଗାଲିର ମାଟ୍ଟୁମ୍ ବାଲାଜୀ ତାମିଲ୍
୨୦୧୯ ଆୟାର ଫ୍ରାନ୍ସିସ୍ ତାମିଲ୍
୨୦୧୯ ଏନ୍ କାଧାଲି ସିନ୍ ପୋଦୁରୁ ତାମିଲ୍
୨୦୨୨ ବିକ୍ରମ୍ ଭେଟ୍ଟି ଭାଗୈୟାର ଦଳର ସଦସ୍ୟ ତାମିଲ୍
୨୦୨୨ କ୍ୟାପ୍ଟେନ୍ କରୁଣା ତାମିଲ୍
  1. ↑ Rangarajan, Malathi (18 February 2012). "Ambuli: Where's the thrill?". The Hindu. Archived from the original on 12 April 2023. Retrieved 13 July 2023.
  2. ↑ Raghavan, Nikhil (8 May 2016). "A Japanese adventure". The Hindu.
  3. ↑ Raghavan, Nikhil (16 May 2015). "Triple treat, one for the family, salony is farsighted". The Hindu. Archived from the original on 13 July 2023. Retrieved 13 July 2023.

 

ବାହାର ଲିଙ୍କ୍

[ସମ୍ପାଦନା]