ଗୋକାକ

ଉଇକିପିଡ଼ିଆ ରୁ
Jump to navigation Jump to search
Gokak
ಗೋಕಾಕ್ / ಗೋಕಾಕ
city
Gokak Falls
Gokak is located in କର୍ଣ୍ଣାଟକ
Gokak
Gokak
Location in Karnataka, India
ଅବସ୍ଥିତି: 16°10′00″N 74°50′00″E / 16.1667°N 74.8333°E / 16.1667; 74.8333Coordinates: 16°10′00″N 74°50′00″E / 16.1667°N 74.8333°E / 16.1667; 74.8333
Country India
StateKarnataka
RegionBayaluseeme
DistrictBelgaum district
ସରକାର
 • AdministratorShri. Ramesh Laxmanrao Jarkiholi [୨]
 • TahsildarShri. Audram A.[୩][୪]
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା570 m (1,870 ft)
ଜନସଂଖ୍ୟା (2011)
 • ମୋଟ୧୩୫[୧]
 • ଘନତା2,032.38/km2 (Bad rounding here5,300/sq mi)
Languages
 • OfficialKannada
IST (UTC+5:30)
ପିନ କୋଡ଼591 307
Telephone code918332
ଗାଡ଼ି ପଞ୍ଜିକରଣKA-49
Sex ratio986[୧][୫] /
ୱେବସାଇଟwww.gokakcity.gov.in


ଗୋକାକ ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ବେଲ୍ଗଉମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଗୋକାକ ୧୬.୧୬୮୨ ଉତ୍ତର ଅକ୍ଷାଂଶ ଓ ୭୪.୮୨୨୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୧୭ ଫୁଟ ଉଚ୍ଚତାରେ ରହିଛି ।[୬]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋକାକ ସହରର ମୋଟ ଜନସଂଖ୍ୟା ୬୭୧୬୬ ଅଟେ ।[୭] ସେଥି ମଧ୍ୟରୁ ୫୦.୯୭% ଜଣ ପରୁଷ ହୋଇଥିବା ବେଳେ ୪୯.୦୩% ଜଣ ନାରୀ ଅଟନ୍ତି । ଗୋକାକର ସାକ୍ଷରତା ହାର ୬୬.୯୬% ଅଟେ । ଏହା ଜାତୀୟ ହାର ଠାରୁ -୨.୧୨% ପ୍ରତିଶତ କମ ଅଟେ । ସେଥିରୁ ୩୭.୭୨% ପ୍ରତିଶତ ପୁରୁଷ ଓ ୨୯.୨୪% ନାରୀ ଅଟନ୍ତି । ୧୩.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୭]

ଭାଷା[ସମ୍ପାଦନା]

କନ୍ନଡ ଗୋକାକର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Belgaum District Stats". City Municipal Commissioner of Belgaum, Govt. of Karnataka. 10 July 2012. Retrieved 25 May 2013.
  2. "List of MLA's and MP's from Belgaum division". Regional Commissioner of Belgaum, Govt. of Karnataka. 10 April 2012. Retrieved 10 April 2012.
  3. "Belgaum district Administrators". National Informatics Center, Govt. of India.
  4. "Gokak Tahsildar Audram Abdulrahman Secures PhD for Thesis on NGOs". Mangalorean.com. 28 November 2012. Retrieved 24 May 2013.
  5. "Population Census of Karnataka, 2011" (PDF). Government of India.
  6. "Directory of Cities, Towns, and Regions in India". Retrieved 27 September 2015.
  7. ୭.୦ ୭.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]