ଗୁରୁଚରଣ ନାଏକ
ଦେଖଣା
ଗୁରୁଚରଣ ନାଏକ | |
|---|---|
| ସାଂସଦ: ଲୋକ ସଭା | |
| କାର୍ଯ୍ୟକାଳ ୧୯୬୭-୧୯୭୧ | |
| ପୂର୍ବ ଅଧିକାରୀ | ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ |
| ପର ଅଧିକାରୀ | କୁମାର ମାଝୀ |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର, ଓଡ଼ିଶା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୪ ଜାନୁଆରୀ ୧୯୧୯ ମହାଦେବନସା, କେନ୍ଦୁଝର, ଓଡ଼ିଶା, ବ୍ରିଟିଶ ଭାରତ |
| ମୃତ୍ୟୁ | ୧୪ ଫେବୃଆରୀ ୧୯୮୬ (ବୟସ ୬୭)[୧] |
| ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
| ଜୀବନ ସାଥୀ | ଅନ୍ନପୂର୍ଣ୍ଣା |
ଗୁରୁଚରଣ ନାଏକ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ ।[୨][୩] ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ଗୁରୁଚରଣ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ Indian Parliamentary Companion: Who's who of Members of Lok Sabha. Lok Sabha Secretariat, 2003. 2003.
{{cite book}}:|access-date=requires|url=(help) - ↑ Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 186. Retrieved 3 January 2019.
- ↑ India. Parliament. Lok Sabha (2003). Indian Parliamentary Companion: Who's who of Members of Lok Sabha. Lok Sabha Secretariat. p. 343. Retrieved 3 January 2019.
- ↑ Times of India (Firm) (1959). The Times of India Directory and Year Book Including Who's who. Bennett, Coleman & Company. p. 1095. Retrieved 3 January 2019.