Jump to content

ଗାନସିକ୍ଲୋଭିର

ଉଇକିପିଡ଼ିଆ‌ରୁ
ଗାନସିକ୍ଲୋଭିର
Clinical data
Pronunciation/ɡænˈskləvɪər/
Trade namesCytovene; Cymevene; Vitrasert; others
SynonymsGanciclovir sodium; gancyclovir; DHPG; 9-(1,3-dihydroxy-2-propoxymethyl)guanine
AHFS/Drugs.comSystemic: monograph
Eye drop: monograph
MedlinePlusa605011
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    Intravenous, eye drop, by mouth, intravitreal
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability5% (by mouth)
    Metabolismguanylate kinase (CMV UL97 gene product)
    Elimination half-life2.5–5 hours
    ExcretionKidney
    Identifiers
    • 2-Amino-9-(1,3-dihydroxypropan-2-yloxymethyl)-3H-purin-6-one
    ECHA InfoCard100.155.403 Edit this at Wikidata
    Chemical and physical data
    FormulaC9H13N5O4
    Molar mass୨୫୫.୨୩ g·mol−1
    3D model (JSmol)
    Melting point250 °C (482 °F) (dec.)
    • O=C2/N=C(\Nc1n(cnc12)COC(CO)CO)N
    • InChI=1S/C9H13N5O4/c10-9-12-7-6(8(17)13-9)11-3-14(7)4-18-5(1-15)2-16/h3,5,15-16H,1-2,4H2,(H3,10,12,13,17) checkY
    • Key:IRSCQMHQWWYFCW-UHFFFAOYSA-N checkY
      (verify)

    ଗାନସିକ୍ଲୋଭିର, ଅନ୍ୟମାନଙ୍କ ମଧ୍ୟରେ ସାଇଟୋଭେନ୍ ବେପାର ନାମ, ଏକ ଔଷଧ ଯାହା ସାଇଟୋମେଗାଲୋଭାଇରସ୍ ରୋଗ (CMV)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ଏକ ଆଣ୍ଟିଭାଇରାଲ୍ ଔଷଧ ।[] ଏଥିରେ ସିଏମଭି ରେଟିନାଇଟିସ, ନିମୋନାଇଟିସ୍, ଏନସେଫାଲାଇଟିସ ଏବଂ ଜନ୍ମଗତ ସିଏମ‌ଭି ରୋଗ ଅନ୍ତର୍ଭୁକ୍ତ। [] ଏହା ଆଖିର କିଛି ଭିଜେଡଭି ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ଶିରା କିମ୍ବା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[] ଏହା ଆଖି ବୁନ୍ଦା ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ | []

    ଇଞ୍ଜେକସନଦ୍ୱାରା ଦିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ନିମ୍ନ ପ୍ଲାଟେଲେଟ ସ୍ତର, ନିମ୍ନ ଲୋହିତ ରକ୍ତ କଣିକା ସ୍ତର, ଜ୍ୱର, ତରଳ ଝାଡ଼ା, ଅଧିକ ଝାଳ ବୋହିବା, ମୁଣ୍ଡବିନ୍ଧା ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ କର୍କଟ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ। [] ଏହା ଗୁଆନାଇନର ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ।[]

    ୧୯୮୦ ମସିହାରେ ଗାନସିକ୍ଲୋଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୩୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ | []

    1. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 676. ISBN 978-0857114105.
    2. 1 2 3 4 5 6 "Ganciclovir Sodium Monograph for Professionals". Drugs.com (in ଇଂରାଜୀ). Archived from the original on 4 May 2017. Retrieved 2 December 2021.
    3. "Ganciclovir Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 2 December 2021.
    4. Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 504. ISBN 9783527607495. Archived from the original on 2016-12-20. Retrieved 2021-06-28.
    5. "Ganciclovir Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 2 December 2021.