ଗାନସିକ୍ଲୋଭିର
Clinical data | |
---|---|
Pronunciation | /ɡænˈsaɪkləvɪər/ |
Trade names | Cytovene; Cymevene; Vitrasert; others |
Synonyms | Ganciclovir sodium; gancyclovir; DHPG; 9-(1,3-dihydroxy-2-propoxymethyl)guanine |
AHFS/Drugs.com | Systemic: monograph Eye drop: monograph |
MedlinePlus | a605011 |
data |
|
Pregnancy category | |
Routes of administration | Intravenous, eye drop, by mouth, intravitreal |
Legal status | |
Legal status | |
Pharmacokinetic data | |
Bioavailability | 5% (by mouth) |
Metabolism | guanylate kinase (CMV UL97 gene product) |
Elimination half-life | 2.5–5 hours |
Excretion | Kidney |
Identifiers | |
| |
ECHA InfoCard | 100.155.403 |
Chemical and physical data | |
Formula | C9H13N5O4 |
Molar mass | ୨୫୫.୨୩ g·mol−1 |
3D model (JSmol) | |
Melting point | 250 °C (482 °F) (dec.) |
| |
| |
(verify) |
ଗାନସିକ୍ଲୋଭିର, ଅନ୍ୟମାନଙ୍କ ମଧ୍ୟରେ ସାଇଟୋଭେନ୍ ବେପାର ନାମ, ଏକ ଔଷଧ ଯାହା ସାଇଟୋମେଗାଲୋଭାଇରସ୍ ରୋଗ (CMV)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ଏକ ଆଣ୍ଟିଭାଇରାଲ୍ ଔଷଧ ।[୧] ଏଥିରେ ସିଏମଭି ରେଟିନାଇଟିସ, ନିମୋନାଇଟିସ୍, ଏନସେଫାଲାଇଟିସ ଏବଂ ଜନ୍ମଗତ ସିଏମଭି ରୋଗ ଅନ୍ତର୍ଭୁକ୍ତ। [୨] ଏହା ଆଖିର କିଛି ଭିଜେଡଭି ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ଶିରା କିମ୍ବା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧] ଏହା ଆଖି ବୁନ୍ଦା ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ | [୩]
ଇଞ୍ଜେକସନଦ୍ୱାରା ଦିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ନିମ୍ନ ପ୍ଲାଟେଲେଟ ସ୍ତର, ନିମ୍ନ ଲୋହିତ ରକ୍ତ କଣିକା ସ୍ତର, ଜ୍ୱର, ତରଳ ଝାଡ଼ା, ଅଧିକ ଝାଳ ବୋହିବା, ମୁଣ୍ଡବିନ୍ଧା ଏବଂ ବୃକ୍କ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ କର୍କଟ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ। [୨] ଏହା ଗୁଆନାଇନର ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ।[୨]
୧୯୮୦ ମସିହାରେ ଗାନସିକ୍ଲୋଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୩୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ | [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 676. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Ganciclovir Sodium Monograph for Professionals". Drugs.com (in ଇଂରାଜୀ). Archived from the original on 4 May 2017. Retrieved 2 December 2021.
- ↑ "Ganciclovir Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 2 December 2021.
- ↑ Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 504. ISBN 9783527607495. Archived from the original on 2016-12-20. Retrieved 2021-06-28.
- ↑ "Ganciclovir Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 2 December 2021.