ଗଡ଼ୱାଲ
ଦେଖଣା
Gadwal
గద్వాల | |
---|---|
ଦେଶ | India |
ରାଜ୍ୟ | Telangana |
Region | Deccan |
ଜିଲ୍ଲା | Mahbubnagar |
Elevation | 324 m (1,063 ft) |
Population (2011)[୨] | |
• Total | ୫୭,୫୬୯ |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 509 125 |
ଗଡ଼ୱାଲ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ମହ୍ୱୁବ୍ନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଗଡ଼ୱାଲ ୧୬.୨୩୫୦ ଉତ୍ତର ଅକ୍ଷାଂଶ ଓ ୭୭.୭୯୫୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୫୯ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗଡ଼ୱାଲ ସହରର ମୋଟ ଜନସଂଖ୍ୟା ୫୧୪୨୮ ଅଟେ ।[୪] ସେଥି ମଧ୍ୟରୁ ୫୧.୨୭% ଜଣ ପରୁଷ ହୋଇଥିବା ବେଳେ ୪୮.୭୩% ଜଣ ନାରୀ ଅଟନ୍ତି । ଗଡ଼ୱାଲର ସାକ୍ଷରତା ହାର ୫୭.୩୦% ଅଟେ । ଏହା ଜାତୀୟ ହାରଠାରୁ ୭.୫୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୩% ପ୍ରତିଶତ ପୁରୁଷ ଓ ୨୩.୧୭% ନାରୀ ଅଟନ୍ତି । ୧୨.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ଗଡ଼ୱାଲର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Elevation for Pedakurapadu". Veloroutes. Retrieved 12 August 2014.
- ↑ "Census 2011". The
Registrar General & Census Commissioner, India. Retrieved 25 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.