Jump to content

ଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ (Khandpara State)
ଖଣ୍ଡପଡ଼ା
ଗଡ଼ଜାତ ରାଜ୍ୟ of ବ୍ରିଟିଶ ଇଣ୍ଡିଆ
c. ୧୫୯୯–୧୯୪୮

Flag of Khandpara

Flag

Location of Khandpara
Location of Khandpara
Imperial Gazetteer of Indiaରେ ଖଣ୍ଡପଡ଼ା ରାଜ୍ୟ
History
  Established c. ୧୫୯୯
   ରାଜ୍ୟମାନଙ୍କ ସହ ମିଶି ସଂଯୁକ୍ତ ଗଣରାଜ୍ୟ ଭାରତ ହେବାପରେ ୧୯୪୮
Area
  ୧୯୦୧ ୬୩୨ km2 (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "" sq mi)
Population
  ୧୯୦୧ ୭୭୯୨୯ 
Density ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "" /km2  (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "" /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଖଣ୍ଡପଡ଼ା ରାଜ୍ୟ ବ୍ରିଟିଶ ରାଜ ଅମଳରେ ଭାରତର ଏକ ଗଡ଼ଜାତ ଅଞ୍ଚଳ ଥିଲା । ବର୍ତ୍ତମାନ ଓଡ଼ିଶାପ୍ରଦେଶର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ।

ଅବସ୍ଥିତି

[ସମ୍ପାଦନା]

ଖଣ୍ଡପଡ଼ା ରାଜ୍ୟର ଉତ୍ତର ସୀମାରେ ମହାନଦୀ ପ୍ରବାହିତ ହେଉଥିଲା । କାଳିଗିରି ନଦୀଠାରୁ କମେଇ ନଦୀ ପର୍ଯ୍ୟନ୍ତ ଏହାର ଶାସନ ସୀମା ପରିବ୍ୟାପ୍ତ ଥିଲା । ରାଜ୍ୟର ମୁଖ୍ୟ ସହର କଣ୍ଟିଲୋ ଥିଲା କିନ୍ତୁ ଏହାର ରାଜଧାନୀ ଖଣ୍ଡପଡ଼ାଠାରେ ଥିଲା ।[]

ଇତିହାସ

[ସମ୍ପାଦନା]

ରେବା ରାଜ୍ୟର ନୃପତିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା ପ୍ରାରମ୍ଭରୁ ନୟାଗଡ଼ ରାଜ୍ୟର ଅଂଶ ବିଶେଷ ଥିଲା । ୧୫୯୯ରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଭାବେ ଯଦୁନାଥ ସିଂହ ମଙ୍ଗରାଜଙ୍କଦ୍ୱାରା ଅଲଗା ହୋଇଥିଲା । ସେ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ଶାସକ ଥିଲେ ଯେ ଓଡ଼ିଶା ମହାରାଜାଙ୍କଠାରୁ 'ମଙ୍ଗରାଜ' ଉପାଧିରେ ଭୂଷିତ ହୋଇଥିଲେ ।[] ଶାସକମାନେ ବାଘେଲା ବା ବାଘେଲା ରାଜବଂଶର ରାଜପୁତ ଥିଲେ । ୧୯୪୮ ଜାନୁଆରୀ ୧ ତାରିଖରେ ଖଣ୍ଡପଡ଼ା ରାଜ୍ୟର ଶେଷ ରାଜା ଭାରତରେ ମିଶ୍ରଣ ପାଇଁ ଚୁକ୍ତି କରିଥିଲେ ।[]


ଶାସକଗଣ

[ସମ୍ପାଦନା]

ଖଣ୍ଡପଡ଼ା ରାଜ୍ୟର ଶାସକମାନେ ରାଜା ନାମରେ ଭୂଷିତ ଥିଲେ । ଖଣ୍ଡପଡ଼ା ରାଜ ପରିବାରର ପ୍ରତୀକ ଥିଲା ବାଘମୁଣ୍ଡ । ରାଜ୍ୟର ଜାତୀୟ ଚିହ୍ନ ପଡ଼ୋଶୀ ନୟାଗଡ଼ ରାଜ୍ୟ ସହ ସମାନ ଥିଲା ।[]

ରାଜାମାନଙ୍କ ଶାସନକ୍ରମ

[ସମ୍ପାଦନା]
  • ୧୫୯୯-୧୬୭୫ ଯଦୁନାଥ ସିଂହ ମଙ୍ଗରାଜ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ରାଜା
  • ୧୬୭୫ - ୧୭୦୯ ନାରାୟଣ ସିଂହ ମଙ୍ଗରାଜ
  • ୧୭୦୯ - ୧୭୨୩ ବାଲୁଙ୍କେଶ୍ୱର ସିଂହ ମଙ୍ଗରାଜ
  • ୧୭୨୩ - ୧୭୩୨ ବନମାଳୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୩୪ - ୧୭୭୦ ବୈରାଗୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୭୦ - ୧୭୯୪ ନୀଳାଦ୍ରି ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୯୪ - ୧୮୧୫ ନରସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୧୫ - ୧୮୨୧ ପୁରୁଷୋତ୍ତମ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୨୧ - ୧୮୪୨ କୃଷ୍ଣଚନ୍ଦ୍ର ସିଂହ ଭ୍ରମରବର ରାୟ
  • ୧୮୪୨ - ୧୮୬୭ କୁଞ୍ଜ ବିହାରୀ ସିଂହ ଭ୍ରମରବର ରାୟ
  • ୨୮ ଫେବୃଆରୀ ୧୮୬୭ - ୧୯୦୫ ନଟବର ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୮୩୭ - ମୃତ୍ୟୁ ୧୯୦୫)
  • ୧୯୦୫ - ୨୬ ଡିସେମ୍ବର ୧୯୨୨ - ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୨୬ ଡିସେମ୍ବର ୧୯୨୨ – ୧୫ ଅଗଷ୍ଟ ୧୯୪୭ ହରିହର ସିଂହ ଦେବ ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୯୧୪ - ମୃତ୍ୟୁ ୧୯୭୭)