କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ

ଉଇକିପିଡ଼ିଆ‌ରୁ
Transient ischemic attack
Mini-strokes
Angiogram showing narrowing of the arteries in the neck in a women with a TIA[୧]
ବିଭାଗNeurology, vascular surgery
ଲକ୍ଷଣWeakness or numbness on one side, sudden loss of vision, difficulty talking or understanding, poor coordination, confusion[୨]
ଆକ୍ରାନ୍ତ ସମୟSudden[୨]
ଅବଧି< 1 hr[୨]
ବିପଦ କାରକDiabetes, high blood pressure, smoking, alcoholism, psychological stress, lack of exercise[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and medical imaging[୪]
ସଠିକ ରୋଗ ନିର୍ଣ୍ଣୟBells palsy, migraine, carotid artery dissection, multiple sclerosis, syncope, stroke, meningitis[୩]
ଚିକିତ୍ସାLifestyle changes, medications, surgery[୩]
PrognosisSurvival ~ 91% (hospital discharge) 67% (five yr)[୫]
ପୁନଃପୌନିକ1 per 1,000 per yr[୩]

କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ (ଇଂରାଜୀ ଭାଷାରେ transient ischemic attack / TIA, ଯାହା ଏକ ମିନି-ଷ୍ଟ୍ରୋକ ଭାବରେ ମଧ୍ୟ ଜଣାଶୁଣା) ରୋଗ ଏକ ପ୍ରକାର ସ୍ନାୟୁରୋଗ ଯେଉଁଥିରେ ମସ୍ତିଷ୍କ ବା ରେଟିନାକୁ ଅଳ୍ପକ୍ଷଣ ନିମନ୍ତେ ରକ୍ତ ପ୍ରବାହ କମିଯାଇଥାଏ କିନ୍ତୁ ତନ୍ତୁ ମୃତ୍ୟୁ ହୁଏ ନାହିଁ | [୪] ଏହା ଷ୍ଟ୍ରୋକ ଭଳି ଲକ୍ଷଣ ସୃଷ୍ଟି କରେ, ଯେଉଁଥିରେ ଶରୀରର ଗୋଟିଏ ପାର୍ଶ୍ୱ ଦୁର୍ବଳ ବା କାଲୁଆ ହୋଇଯାଏ, ହଠାତ୍ ଦୃଷ୍ଟିଶକ୍ତି କମିଯାଏ, କ‌ହିବା ଓ ବୁଝିବା କଷ୍ଟକର ହୋଇଯାଏ କିମ୍ବା ଦ୍ୱନ୍ଦ୍ୱ ହୁଏ | [୨] ଲକ୍ଷଣ ସାଧାରଣତଃ ହଠାତ୍ ଏବଂ ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ । [୨]

ମଧୁମେହ, ଉଚ୍ଚ ରକ୍ତଚାପ, ଧୂମପାନ, ମଦ୍ୟପାନ, ମାନସିକ ଚାପ ଏବଂ ବ୍ୟାୟାମର ଅଭାବ ଯୋଗୁ ଏହି ରୋଗ ସୃଷ୍ଟି ହୋଇପାରେ | [୩] ଠିକ୍ ଷ୍ଟ୍ରୋକ ଏହା କାର୍ଯ୍ୟକାରୀ ହୁଏ | [୩] ଏହି ରୋଗର ସଂଜ୍ଞା ପୂର୍ବରୁ ୨୪ ଘଣ୍ଟାରୁ କମ୍ ଲକ୍ଷଣର ଅବଧି ଉପରେ ଆଧାରିତ ଥିଲା; ନୂଆ ସଂଜ୍ଞାରେ ଇନଫାର୍କସନ ବା ମେଡିକାଲ ଇମେଜିଙ୍ଗରେ କୌଣସି ପ୍ରମାଣ ମିଳେ ନାହିଁ | [୪]

ଡାକ୍ତରୀ ଭାଷାରେ ଏହା ଏକ ଜରୁରୀ କାଳୀଣ ପରିସ୍ଥିତି | [୩] ଚିକିତ୍ସାରେ ଧୂମପାନ ବନ୍ଦ କରିବା ଏବଂ ମଦ୍ୟପାନକୁ ସୀମିତ ରଖିବା ଭଳି ଜୀବନ ପ୍ରଣାଳୀରେ ପରିବର୍ତ୍ତନ, ଆସ୍ପିରିନ୍ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦିଆଯାଏ । [୨] ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ରକ୍ତଚାପ ନିୟନ୍ତ୍ରଣ, ଷ୍ଟାଟିନ୍ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ ଅନ୍ତର୍ଭୁକ୍ତ। [୩] ବେକରେ ସଂକୀର୍ଣ୍ଣ ଧମନୀ ଥିବା ଲୋକଙ୍କର ଏକ କାରୋଟିଡ ଏଣ୍ଡାଅର୍ଟେରେକ୍ଟୋମି ଅସ୍ଟ୍ରୋପଚାର କରାଯାଇପାରେ | [୩] ଏହିଭଳି ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ଭବିଷ୍ୟତରେ ଷ୍ଟ୍ରୋକ୍ ଆଶଙ୍କା ଥାଏ । [୨]

ପ୍ରାୟ ୨% ଲୋକଙ୍କର ପୂର୍ବରୁ ଏହି ରୋଗ ଥାଏ ଏବଂ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ବର୍ଷ ନୂତନ ଭାବେ ଜଣେ ପ୍ରଭାବିତ ହୁଏ | [୩] ବୃଦ୍ଧ ଲୋକମାନେ (> ୬୦ ବର୍ଷ) ଅଧିକ ପ୍ରଭାବିତ ହୁଅନ୍ତି | [୩] [୬] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୭] ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ଅମଳରେ ହିପୋକ୍ରେଟସ ଏହି ରୋଗର ବର୍ଣ୍ଣନା କରିଥିଲେ ଏବଂ ପରବର୍ତ୍ତୀ ଷ୍ଟ୍ରୋକ୍ ପାଇଁ ଏହା ଏକ ବିପଦ କାରଣ ବୋଲି ଉଲ୍ଲେଖ କରିଥିଲେ | [୮]

ଆଧାର[ସମ୍ପାଦନା]

  1. Arning, C; Grzyska, U (2004-07-20). "Color Doppler imaging of cervicocephalic fibromuscular dysplasia". Cardiovascular ultrasound. 2: 7. doi:10.1186/1476-7120-2-7. PMID 15265239.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Transient Ischemic Attack Information Page | National Institute of Neurological Disorders and Stroke". www.ninds.nih.gov. Retrieved 25 May 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Panuganti, KK; Tadi, P; Lui, F (January 2021). "Transient Ischemic Attack". PMID 29083778. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Easton, J. Donald; Saver, Jeffrey L.; Albers, Gregory W.; Alberts, Mark J.; Chaturvedi, Seemant; Feldmann, Edward; Hatsukami, Thomas S.; Higashida, Randall T.; Johnston, S. Claiborne; Kidwell, Chelsea S.; Lutsep, Helmi L.; Miller, Elaine; Sacco, Ralph L.; American Heart Association; American Stroke Association Stroke Council; Council on Cardiovascular Surgery and Anesthesia; Council on Cardiovascular Radiology and Intervention; Council on Cardiovascular Nursing; Interdisciplinary Council on Peripheral Vascular Disease (June 2009). "Definition and Evaluation of Transient Ischemic Attack: A Scientific Statement for Healthcare Professionals From the American Heart Association/American Stroke Association Stroke Council; Council on Cardiovascular Surgery and Anesthesia; Council on Cardiovascular Radiology and Intervention; Council on Cardiovascular Nursing; and the Interdisciplinary Council on Peripheral Vascular Disease: The American Academy of Neurology affirms the value of this statement as an educational tool for neurologists". Stroke. 40 (6): 2276–2293. doi:10.1161/STROKEAHA.108.192218. PMID 19423857.
  5. Gattellari, Melina; Goumas, Chris; Biost, Frances Garden M.; Worthington, John M. (January 2012). "Relative Survival After Transient Ischaemic Attack: Results From the Program of Research Informing Stroke Management (PRISM) Study". Stroke. 43 (1): 79–85. doi:10.1161/STROKEAHA.111.636233. PMID 22076008. S2CID 16722015. {{cite journal}}: Unknown parameter |lay-url= ignored (help)
  6. Ferri, Fred F. (2019-06-01). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1394. ISBN 978-0-323-67977-0.
  7. Ferri, Fred F. (2019-06-01). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1394. ISBN 978-0-323-67977-0.
  8. Rolak, Loren A. (1993). Neurology Secrets (in ଇଂରାଜୀ). Hanley & Belfus. p. 398. ISBN 978-1-56053-056-5.