କ୍ଳେମେଣ୍ଟ ଟାଉନ
କ୍ଳେମେଣ୍ଟ ଟାଉନnative_name=Majra
Clement Doon | |
---|---|
city | |
Country | India |
State | Uttarakhand |
District | Dehradun |
Government | |
• Type | Municipal corporation |
Elevation | 410 m (1,350 ft) |
Population (2001) | |
• Total | ୧୯,୬୩୪ |
Languages | |
Time zone | UTC+5:30 (IST) |
PIN | 248002 |
ଯାନବାହାନ ପଞ୍ଚୀକରଣ | UK 07 |
Website | uk |
[୧] |
କ୍ଳେମେଣ୍ଟ ଟାଉନ, ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର । ରାଜାଜି ଜାତୀୟ ପାର୍କ ନିକଟରେ ଏହି ସହର ଅନସ୍ଥିତ ଓ ଏଠାରେ ବହୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ସବୁ ରହିଛି । ରାଜା ରାମମୋହନ ଏକାଡେମି , ସେଣ୍ଟ ମାରି ସହ ଆହୁରି କେତେକ ଅନୁଷ୍ଠାନ ଏଠାରେ ରହିଛି ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]କ୍ଳେମେଣ୍ଟ ଟାଉନର ଭୌଗୋଳିକ ଅବସ୍ଥିତି 30°16′01″N 78°00′25″E / 30.267°N 78.007°E.[୧] Iଏହା ସମୁଦ୍ର ପତ୍ତନଠାରୁ 1,345 ଫୁଟ ଉପରେ ରହିଛି । ଏହାର ଜଳବାଯୁ ଦେହେରାଡୁନ ପରି ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା [୨] ଅନୁସାରେ କ୍ଳେମେଣ୍ଟ ଟାଉନର ଜନସଂଖ୍ୟା 19,634 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 58%ଥିବା ବେଳେ ମହିଳା ସଂଖ୍ୟା 42% ଥିଲା । ଏଠାରେ ସାକ୍ଷ୍ୟରତା ହାର 85% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । କ୍ଳେମେଣ୍ଟ ଟାଉନରେ 6 ବର୍ଷରୁ କମ ଆବାଡୀ 13% ଥିଲା ।
ତିବତୀୟ ଶିଶୁ ଭବନ
[ସମ୍ପାଦନା]ତିବବତର 14 ତମ ଦଲାଇଲାମାଙ୍କଦ୍ୱାରା ପ୍ରେରିତ ହେଇ ଏଠାରେ ତିବତୀୟ ଶିଶୁମାନଙ୍କ ଏକ ଭାବନା ନିର୍ମିତ । ଏଠାରେ ତିବତୀୟ ଛତ୍ର ମାନଙ୍କ ପାଇଁ ପାଠ ପଢ଼ା ସହ ରହଣିର ବ୍ୟବସ୍ଥା ଦେୟ ମୁକ୍ତ ଭାବରେ କରାଯାଇଥାଏ ।
ପର୍ଯ୍ୟଟନ
[ସମ୍ପାଦନା]ଏଠାରେ ବିଶ୍ୱର ବୃହତ୍ତମ ସ୍ତୂପ ରହିଛି । ତିବତର ମୋନାଷ୍ଟେରିରୁ ବହୁ ସଂଖ୍ୟା ରେ ତିବବତୀୟମାନେ ଆସି ଏଠାରେ ରହିଥାନ୍ତି । ଏହି ମୋନାଷ୍ଟେରିର ଏଠାରେ ପୁନର୍ନିର୍ମିତ ଭବନରେ ଏକ 2 ଏକର ବିଶିଷ୍ଟ ବିଶାଳ ଆକାରର ଉଦ୍ୟାନ ମଧ୍ୟ ରହିଛି ।[୩][୪]
ସେଠାରେ ଏକ 103 ମିଟର ଉଛ ସ୍ତୂପ ଦଲାଇ ଲାମାଙ୍କ ଉଦେଶ୍ୟରେ ନିର୍ମିତ । [୫]
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Clement Town
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ Mindroling Monastery website
- ↑ "The World's Largest stupa in Clement Town". Archived from the original on 2006-12-10. Retrieved 2016-12-28.
- ↑ Dehradun Local Attractions