କ୍ଳେମେଣ୍ଟ ଟାଉନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କ୍ଳେମେଣ୍ଟ ଟାଉନnative_name=Majra
Clement Doon
city
Country India
StateUttarakhand
DistrictDehradun
Government
 • TypeMunicipal corporation
Elevation
410 m (1,350 ft)
Population
 (2001)
 • Total୧୯,୬୩୪
Languages
Time zoneUTC+5:30 (IST)
PIN
248002
ଯାନବାହାନ ପଞ୍ଚୀକରଣUK 07
Websiteuk.gov.in
[୧]

କ୍ଳେମେଣ୍ଟ ଟାଉନ,  ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର । ରାଜାଜି ଜାତୀୟ ପାର୍କ ନିକଟରେ ଏହି ସହର ଅନସ୍ଥିତ ଓ ଏଠାରେ ବହୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ସବୁ ରହିଛି । ରାଜା ରାମମୋହନ ଏକାଡେମି , ସେଣ୍ଟ ମାରି ସହ ଆହୁରି କେତେକ ଅନୁଷ୍ଠାନ ଏଠାରେ ରହିଛି । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

କ୍ଳେମେଣ୍ଟ ଟାଉନର ଭୌଗୋଳିକ ଅବସ୍ଥିତି 30°16′01″N 78°00′25″E / 30.267°N 78.007°E / 30.267; 78.007.[୧] Iଏହା ସମୁଦ୍ର ପତ୍ତନଠାରୁ 1,345 ଫୁଟ ଉପରେ ରହିଛି । ଏହାର ଜଳବାଯୁ ଦେହେରାଡୁନ ପରି । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା [୨] ଅନୁସାରେ କ୍ଳେମେଣ୍ଟ ଟାଉନର ଜନସଂଖ୍ୟା 19,634 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 58%ଥିବା ବେଳେ ମହିଳା ସଂଖ୍ୟା 42% ଥିଲା । ଏଠାରେ ସାକ୍ଷ୍ୟରତା ହାର 85% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । କ୍ଳେମେଣ୍ଟ ଟାଉନରେ 6 ବର୍ଷରୁ କମ ଆବାଡୀ 13% ଥିଲା ।


ତିବତୀୟ ଶିଶୁ ଭବନ [ସମ୍ପାଦନା]

 ତିବବତର 14 ତମ ଦଲାଇଲାମାଙ୍କଦ୍ୱାରା ପ୍ରେରିତ ହେଇ ଏଠାରେ ତିବତୀୟ ଶିଶୁମାନଙ୍କ ଏକ ଭାବନା ନିର୍ମିତ । ଏଠାରେ ତିବତୀୟ ଛତ୍ର ମାନଙ୍କ ପାଇଁ ପାଠ  ପଢ଼ା ସହ ରହଣିର  ବ୍ୟବସ୍ଥା  ଦେୟ ମୁକ୍ତ ଭାବରେ କରାଯାଇଥାଏ । 

ପର୍ଯ୍ୟଟନ [ସମ୍ପାଦନା]

The re-established Mindroling Monastery in Clement Town

ଏଠାରେ ବିଶ୍ୱର ବୃହତ୍ତମ ସ୍ତୂପ ରହିଛି । ତିବତର ମୋନାଷ୍ଟେରିରୁ ବହୁ ସଂଖ୍ୟା  ରେ ତିବବତୀୟମାନେ ଆସି ଏଠାରେ ରହିଥାନ୍ତି । ଏହି ମୋନାଷ୍ଟେରିର ଏଠାରେ ପୁନର୍ନିର୍ମିତ ଭବନରେ ଏକ 2 ଏକର ବିଶିଷ୍ଟ ବିଶାଳ ଆକାରର ଉଦ୍ୟାନ ମଧ୍ୟ ରହିଛି ।[୩][୪]

ସେଠାରେ ଏକ 103 ମିଟର ଉଛ ସ୍ତୂପ ଦଲାଇ ଲାମାଙ୍କ ଉଦେଶ୍ୟରେ ନିର୍ମିତ ।  [୫]

ଆଧାର [ସମ୍ପାଦନା]

  1. Falling Rain Genomics, Inc - Clement Town
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. Mindroling Monastery website
  4. "The World's Largest stupa in Clement Town". Archived from the original on 2006-12-10. Retrieved 2016-12-28.
  5. Dehradun Local Attractions