କ୍ଲୋରଜୋକ୍ସାଜୋନ

ଉଇକିପିଡ଼ିଆ‌ରୁ
କ୍ଲୋରଜୋକ୍ସାଜୋନ
Clinical data
Pronunciationklor zox' a zone[୧]
Trade namesLorzone, Paraflex, Muscol, others
AHFS/Drugs.commonograph
MedlinePlusa682577
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
BioavailabilityWell absorbed
Protein binding13–18%
MetabolismLiver
Onset of actionWith 1 hr[୪]
Elimination half-life1.1 hr
Duration of actionUp to 4 hr[୪]
ExcretionUrine (<1%)
Identifiers
  • 5-chloro-3H-benzooxazol-2-one
ECHA InfoCard100.002.186 Edit this at Wikidata
Chemical and physical data
FormulaC7H4ClNO2
Molar mass୧୬୯.୫୬ g·mol−1
3D model (JSmol)
  • Clc2cc1c(OC(=O)N1)cc2
  • InChI=1S/C7H4ClNO2/c8-4-1-2-6-5(3-4)9-7(10)11-6/h1-3H,(H,9,10) checkY
  • Key:TZFWDZFKRBELIQ-UHFFFAOYSA-N checkY
  (verify)

କ୍ଲୋରଜୋକ୍ସାଜୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲୋରଜୋନ, ହେଉଛି ଏକ ମାଂସପେଶୀ ଶିଥିଳକାରୀ ଔଷଧ ଯାହା କଟି ଯନ୍ତ୍ରଣା କମେଇବାକୁ ଏବଂ ମାଂସପେଶୀ ସ୍ପାଜ୍ମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାର ଚିକିତ୍ସାରେ ମଧ୍ୟମ ଧରଣର ଉପକାର ମିଳେ ।[୧] ସେରେବ୍ରାଲ ପାଲ୍‌ସି ଭଳି ସ୍ନାୟୁଗତ ସମସ୍ୟା ପାଇଁ ଏହା ଉପଯୋଗୀ ନୁହେଁ ।[୪] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ମୁଣ୍ଡବିନ୍ଧା ଏବଂ କମ୍ପନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୧][୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ମେରୁଦଣ୍ଡ ଏବଂ ମସ୍ତିଷ୍କ ସ୍ତରରେ କାମ କରେ ।[୪]

୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କ୍ଲୋରଜକ୍ସାଜୋନକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୮ ଡଲାର ଅଟେ ।[୫] ୨୦୧୭ ସୁଦ୍ଧା ଏହା ବହୁଳ ଭାବରେ ବ୍ୟବହୃତ ହୋଇଛି ।[୧]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Chlorzoxazone". Archived from the original on 8 May 2021. Retrieved 4 January 2022.
  2. "Parafon DSC- chlorzoxazone tablet". DailyMed. 9 February 2010. Archived from the original on 16 March 2021. Retrieved 5 November 2020.
  3. "Lorzone- chlorzoxazone tablet". DailyMed. 21 June 2019. Archived from the original on 12 November 2020. Retrieved 5 November 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Chlorzoxazone Monograph for Professionals". Drugs.com (in ଇଂରାଜୀ). Archived from the original on 28 November 2021. Retrieved 4 January 2022.
  5. "Chlorzoxazone Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 4 January 2022.