କ୍ଲୋବାଜାମ

ଉଇକିପିଡ଼ିଆ‌ରୁ
କ୍ଲୋବାଜାମ
Clinical data
Pronunciationkloe' ba zam[୧]
Trade namesFrisium, Urbanol, Onfi, others[୧]
AHFS/Drugs.commonograph
MedlinePlusa612008
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Bioavailability87% (by mouth)
Protein binding80–90%
MetabolismLiver
Metabolites
    • N-desmethylclobazam
    • 4′-hydroxyclobazam
Onset of action0.5–4 hours
Elimination half-life
    • clobazam: 36–42 hours
    • N-desmethylclobazam: 59–82 hours
Excretion
Identifiers
  • 7-chloro-1-methyl-5-phenyl-1,5-benzodiazepine-2,4-dione
ECHA InfoCard100.040.810 Edit this at Wikidata
Chemical and physical data
FormulaC16H13ClN2O2
Molar mass୩୦୦.୭୪ g·mol−1
3D model (JSmol)
  • ClC1=CC(N(C2=CC=CC=C2)C(CC(N3C)=O)=O)=C3C=C1
  • InChI=1S/C16H13ClN2O2/c1-18-13-8-7-11(17)9-14(13)19(16(21)10-15(18)20)12-5-3-2-4-6-12/h2-9H,10H2,1H3 checkY
  • Key:CXOXHMZGEKVPMT-UHFFFAOYSA-N checkY
  (verify)

କ୍ଲୋବାଜାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫ୍ରିସିୟମ, ହେଉଛି ଏକ ଔଷଧ ଯାହା ଉଦ୍‌ବେଗ ଏବଂ ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ଅନ୍ୟାନ୍ୟ ରୋଗ ଯଥା ଲେନୋକ୍ସ-ଗେଷ୍ଟାଉଟ୍ ଏବଂ ଡ୍ରାଭେଟ୍ ସିଣ୍ଡ୍ରୋମ୍ ମଧ୍ୟ ଅନ୍ତର୍ଭୁକ୍ତ ।[୩] ଉଦ୍‌ବେଗପାଇଁ ଏହା କେବଳ ସ୍ୱଳ୍ପ ମିଆଦି ବ୍ୟବହାର ଚିତ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରଶାନ୍ତି, ଲାଳ ବୋହିବା, ବାନ୍ତି, କୋଷ୍ଠକାଠିନ୍ୟ, ନିମୋନିଆ, ଖରାପ ସମନ୍ୱୟ ଏବଂ ରୁଚି ପରିବର୍ତ୍ତନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଆତ୍ମହତ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଅନୁର୍ବରତା, ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଏହା ଏକ ବେଞ୍ଜୋଡାଏଜେପିନ ଯାହା ଗାମା-ଆମିନୋବୁଟାଇରିକ୍ ଏସିଡ୍ (GABA) ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]

୧୯୬୮ ମସିହାରେ କ୍ଲୋବାଜାମ ପେଟେଣ୍ଟ ହୋଇଥିଲା ଏବଂ ୧୯୭୫ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୧୦ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ୪ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ କାର୍ଯ୍ୟସୂଚୀ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Clobazam". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 5 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 355. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ "Clobazam Monograph for Professionals". Drugs.com (in ଇଂରାଜୀ). Archived from the original on 23 November 2021. Retrieved 5 January 2022.
  4. "Clobazam (T3D4564)". Toxin and Toxin Target Database (T3DB. Archived from the original on 2020-11-25. Retrieved 2021-09-14.
  5. "Clobazam Prices, Coupons & Savings Tips - GoodRx". GoodRx. Retrieved 5 January 2022.