କ୍ଲୋଜାପିନ

ଉଇକିପିଡ଼ିଆ‌ରୁ
କ୍ଲୋଜାପିନ
Skeletal formula of clozapine
Stick-and-ball model of the clozapine molecule
Clinical data
Trade namesClozaril, FazaClo, Versacloz
AHFS/Drugs.commonograph
MedlinePlusa691001
Pregnancy
category
  • AU: C
  • US: B (No risk in non-human studies) [୧]
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability60 to 70%
MetabolismLiver, by several CYP isozymes
Elimination half-life6 to 26 hours (mean value 14.2 hours in steady state conditions)
Excretion80% in metabolized state: 30% biliary and 50% kidney
Identifiers
  • 8-chloro-11-(4-methylpiperazin-1-yl)-5H-dibenzo[b,e][1,4]diazepine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.024.831 Edit this at Wikidata
Chemical and physical data
FormulaC18H19ClN4
Molar mass326.823 g/mol
3D model (JSmol)
Melting point183 °C (361 °F)
Solubility in water0.1889[୨] mg/mL (20 °C)
  • CN1CCN(CC1)C2=Nc3cc(ccc3Nc4c2cccc4)Cl
  • InChI=1S/C18H19ClN4/c1-22-8-10-23(11-9-22)18-14-4-2-3-5-15(14)20-16-7-6-13(19)12-17(16)21-18/h2-7,12,20H,8-11H2,1H3 checkY
  • Key:QZUDBNBUXVUHMW-UHFFFAOYSA-N checkY
  (verify)

କ୍ଲୋଜାପିନ, ବିକ୍ରୟ ନାମ କ୍ଲୋଜାରିଲ, ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ ।[୧] ଏହା ମୂଖ୍ୟତଃ କୌଣସି ଔଷଧରେ ଭଲ ନ ହେଉଥିବା ସିଜୋଫ୍ରେନିଆ ରୋଗରେ ଦିଆଯାଏ । ସିଜୋଫ୍ରେନିଆସିଜୋଆଫେକ୍ଟିଭ ଡିଜଅର୍ଡ଼ର ରୋଗମାନଙ୍କରେ ଏହା ଆତ୍ମହତ୍ୟା ପ୍ରବଣତା କମ କରେ । [୧] ଏହା ସାଧାରଣ ସାଧାରଣ ମନୋବିକ୍ଷିପ୍ତରୋଧୀ ଔଷଧ ଅପେକ୍ଷା ଅଧିକ କାର୍ଯ୍ୟକ୍ଷମ । [୩] ଏହା ପାଟିରେ ଦିଆଯାଏ । [୧]

କ୍ଲୋଜାପିନ ଗ୍ରହଣ କଲେ ଅଧିକ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇଯିବା ସଙ୍କଟ ରହେ, ଫଳରେ ମୃତ୍ୟୁ ସମ୍ଭାବନା ରହେ । ଏହି ସଙ୍କଟରୁ ବର୍ତ୍ତିବା ନିମନ୍ତେ ରକ୍ତ ପରୀକ୍ଷାର ନିୟମିତ ପର୍ଯ୍ୟବେକ୍ଷଣ ଆବଶ୍ୟକ । [୧] ଅପସ୍ମାର ଆକ୍ରମଣ, ହୃତପେଶୀ ପ୍ରଦାହ, ଅତି ରକ୍ତ ଶର୍କରା ଇତ୍ୟାଦି ମାରାତ୍ମକ ସଙ୍କଟ ଓ ଡିମେନସିଆ ଯୋଗୁ ସାଇକୋସିସ ହୋଇ ମୃତ୍ୟୁ ସଙ୍କଟ ହୁଏ । [୧][୪] ଏହା ବ୍ୟତୀତ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ନିମ୍ନ ରକ୍ତଚାପ, ଦୃଷ୍ଟି ସମସ୍ୟା ଓ ଶିରଭ୍ରମ (dizziness) ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୧] ପ୍ରାୟ ୫% ରୋଗୀଙ୍କର ସ୍ଥାୟୀ ଟାର୍ଡ଼ିଭ ଡିସକାଇନେସିଆ ସଙ୍କଟ ରହେ । [୪] ଏହାର କାର୍ଯ୍ୟ ପ୍ରକ୍ରିୟା ସ୍ପଷ୍ଟ ନୁହେଁ ।[୧]

ସନ ୧୯୬୦ରେ କ୍ଲୋଜାପିନ ଆବିଷ୍କୃତ ହୋଇ ସନ ୧୯୭୧ରେ ବ୍ୟବ‌ହୃତ ହେଲା । ଏହା ପ୍ରଥମ ମନୋବିକ୍ଷିପ୍ତରୋଧି ଔଷଧ ଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ୦.୦୫ରୁ ୨.୧୦ ଆମେରିକୀୟ ଡଲାର ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Clozapine". The American Society of Health-System Pharmacists. Retrieved Dec 1, 2015.
  2. Hopfinger A, Esposito EX, Llinas A, Glen RC, Goodman JM. (2009). "Findings of the Challenge To Predict Aqueous Solubility". Journal of Chemical Information and Modeling. 49: 1–5. doi:10.1021/ci800436c. PMID 19117422.{{cite journal}}: CS1 maint: multiple names: authors list (link)
  3. Essali, A; Al-Haj Haasan, N; Li, C; Rathbone, J (21 January 2009). "Clozapine versus typical neuroleptic medication for schizophrenia". The Cochrane database of systematic reviews (1): CD000059. doi:10.1002/14651858.CD000059.pub2. PMID 19160174.
  4. ୪.୦ ୪.୧ Hartling, L; Abou-Setta, AM; Dursun, S; Mousavi, SS; Pasichnyk, D; Newton, AS (2 October 2012). "Antipsychotics in adults with schizophrenia: comparative effectiveness of first-generation versus second-generation medications: a systematic review and meta-analysis". Annals of internal medicine. 157 (7): 498–511. doi:10.7326/0003-4819-157-7-201210020-00525. PMID 22893011.
  5. Corey, edited by Jie Jack Li, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 248. ISBN 9781118354469. {{cite book}}: |first1= has generic name (help)CS1 maint: multiple names: authors list (link)
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Clozapine". International Drug Price Indicator Guide. Retrieved 2 December 2015.[permanent dead link]