କୋଶିସ୍ ଫିଲ୍ମ

ଉଇକିପିଡ଼ିଆ‌ରୁ
କୋଶିସ୍
ଫାଇଲ:KoshishFilmPoster.jpg
Poster
ନିର୍ଦ୍ଦେଶକGulzar
ପ୍ରଯୋଜକRomu N.Sippy
Raj N.Sippy
ସଂଳାପGulzar
କଳାକାରSanjeev Kumar
Jaya Bhaduri
ସଙ୍ଗୀତMadan Mohan
ଚିତ୍ରଗ୍ରହଣK. Vaikunth
ସମ୍ପାଦକWaman B. Bhosle
Gurudutt Shirali
ମୁକ୍ତିଲାଭ ତାରିଖ
December 1, 1972
କଥାଚିତ୍ରର ସମୟ
125 min
ଦେଶIndia
ଭାଷାHindi

କୋଶିସ୍   (ହିନ୍ଦୀ : कोशिश, ଅନୁବାଦ  Effort) 1972 ମସିହାରେ ନିର୍ମିତ ଏକ ହିନ୍ଦୀ ଫିଲ୍ମ । ଏଥିରେ ସଞ୍ଜିବ୍ କୁମାର ଓ ଜୟା ଭାଦୁରି ଅଭିନୟ କରିଥିଲେ ଓ ଗୁଲଜାର ଏହାର ନିର୍ଦ୍ଦେଶନା ଦେଇଥିଲେ । 

ଭାରତୀୟ ଫିଲ୍ମ ଇତିହାସରେ " କୋଶିସ୍ "କୁ ଏକ ଅନବଦ୍ୟ ଫିଲ୍ମର ମାନ୍ୟତା ଦିଆ ଯାଇଥାଏ । ଏହାର ନାୟକା ଓ ନାୟିକା ସଂଜୀବ କୁମାର ଓ ଜାୟା ଭାଦୁରି ଏକ ମୁକ ଓ ବଧିର ଦମ୍ପତିର ଭୂମିକା ଅତି ପ୍ରକୃତିକ ଭାବରେ ଅଭିନୟ କରିଥିଲେ ଓ କାହାଣୀ ମଧ୍ୟ ଅତି ସଂବେଦନଶୀଳ ଥିଲା । ଉଭୟ ପଟି ଓ ପତ୍ନୀ ମୁକ ବଧିର ହେଲେ ମଧ୍ୟ ସଂଶରର ସବୁ ଅସୁବିଧା, ଦ୍ୱନ୍ଦ , ହତାଶାକୁ ସାମ୍ନା କରି ସେମାନେ କେବଳ ଆଶା ଓ ଦୃଢ଼ ଆତ୍ମବିଶ୍ୱାସଦ୍ୱାରା ସଫଳ ହେଇଥିଲେ । 

ସଂକ୍ଷିପ୍ତ କାହାଣୀ [ସମ୍ପାଦନା]

ଅସାଧାରଣ ପରିସ୍ଥିତିରେ ଅନାସହାନୁଭୂତି ଶୀଳ ସମାଜରେ କିଭଳି ଭାବରେ ସମ୍ମାନର ସହିତ ମଧ୍ୟ ବଞ୍ଚି ହେବ , ଏହି ଫିଲ୍ମର ମୁଖ୍ୟ ସମ୍ବାଦ ଥିଲା । ହଋ ( ସଂଜୀବ କୁମାର ) ଓ ଆରତୀ ( ଜାୟା ଭାଦୁରି ) ଉଭୟ ମୁକ ଓ ବଧିର । ପରିଚୟ ହେଲା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ପ୍ରସ୍ଫୁତିତ ହେଇଥିଲା ଓ ସେମାନେ ବିବାହ ବନ୍ଧନରେ ବାନ୍ଧି ଜୀବନ ବିତେଇବାକୁ ବାହାରିଲେ । କେବଳ ଆଶା , ବିଶ୍ୱାସ ଓ ଅନ୍ଧ ଥିବା ବୃଦ୍ଧ ନାରାୟଣ ( ଓଁ ପ୍ରକାଶ )ଙ୍କ ସହାୟତାରେ ସେମାନେ ସବୁ ଅସୁବିଧା ସତ୍ତ୍ୱେ ଜୀବନ ଯାପନ କାଲେ । ତାଙ୍କର ପ୍ରଥମ ଶିଶୁ ପୁତ୍ର , କାନୁ ( ଆରତୀଙ୍କ ଭାଇ )ଙ୍କ ଲୋଭ ପାଇଁ ଅକାଳ ମୃତ୍ୟୁ ତାଙ୍କ ଦୁହିଙ୍କ ଜୀବନରେ ଅଶେଷ ଦୁଖ ଆଣିଦେଇଥିଲା । ତେବେ ତଥାପି ହତାଶ  ନ ହେଇ ସେମାନେ  ଜୀବନ ସଂଗ୍ରାମରେ ଆଗେଇ ଚାଲି ଥିଲେ ଓ ସାଧାରଣ ପଟି ପତ୍ନୀଙ୍କ ପରି ସଫଳ ଜୀବନ  ବିତେଇବାରେ ସଫଳ ହେଇଥିଲେ । । 

ଅଭିନୟ [ସମ୍ପାଦନା]

  • ସଂଜୀବ କୁମାର , ମୁକ ବଧିର  ମୁଖ୍ୟ ଚରିତ୍ର ରେ 
  • ଜୟା ଭାଦୁରି ,ମିକ ବଧିର ପତ୍ନୀ ଭୂମିକାରେ 
  • ଓମ ଶିବପୁରୀ , ଅନ୍ଧ କକା ଭୂମିକାରେ 
  • ସୀମା କପୁର, ଶିକ୍ଷୟତ୍ରୀ ଭୂମିକାରେ 
  • ଆଶ୍ରାନୀ , ଆରତୀଙ୍କ ଦୁଷ୍ଟ ଭାଇ ହିସାବରେ 
  • ଦିନା ପାଠକ , ଆରତୀଙ୍କ ମା ଭୂମିକାରେ 

ସଙ୍ଗୀତ[ସମ୍ପାଦନା]

{{Track listing

|extra_column=ଗାୟକ

|title1=ସୋଜା ବାବା ମେରେ

|extra1=ମହମ୍ମଦ ରଫି

|title2= ହମସେ ହେ ୱତନ‌ ହମାରା

|extra2=[[ସୁଷୁମ୍ନା ଶ୍ରେଷ୍ଠା]]

}}

ପୁରସ୍କାର ଓ ମନୋନୟନ [ସମ୍ପାଦନା]

ବର୍ଷ ପୁରସ୍କାର ବିଭାଗ ପ୍ରାପ୍ତକରତା ପରିଣାମ
୧୯୭୩ ଜାତୀୟ ଫିଲ୍ମ ପୁରସ୍କାର ଶ୍ରେଷ୍ଠ ଚିତ୍ରନାଟ୍ୟ ଗୁଲଜାର ଛାଞ୍ଚ:ବିଜୟୀ
୧୯୭୪ ଜାତୀୟ ଫିଲ୍ମ ପୁରସ୍କାର ଶ୍ରେଷ୍ଠ ଅଭିନେତା ସଂଜୀବ କୁମାର ଛାଞ୍ଚ:ବିଜୟୀ
୧୯୭୪ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ଅଭିନେତା ସଂଜୀବ କୁମାର ଛାଞ୍ଚ:ମନୋନୀତ
୧୯୭୪ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ଜାୟା ଭାଦୁରି ଛାଞ୍ଚ:ମନୋନୀତ

ଆଧାର[ସମ୍ପାଦନା]

ବାହାର ଆଧାର [ସମ୍ପାଦନା]