Jump to content

କୋଲେସେଭେଲାମ

ଉଇକିପିଡ଼ିଆ‌ରୁ
କୋଲେସେଭେଲାମ
Clinical data
Trade namesWelchol, Cholestagel, Lodalis, others
SynonymsColesevelam hydrochloride
AHFS/Drugs.commonograph
MedlinePlusa699050
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    BioavailabilityN/A
    MetabolismColesevelam is not absorbed and not metabolised.
    Elimination half-lifeN/A (non-systemic drug)
    ExcretionBy intestines only, colesevelam is non-systemic.
    Identifiers
    • Allylamine polymer with 1-chloro-2,3-epoxypropane, [6-(allylamino)-hexyl]trimethylammonium chloride and N-allyldecylamine, hydrochloride
    Chemical and physical data
    FormulaC31H67Cl3N4O
    Molar mass୬୧୮.୨୫ g·mol−1
      (verify)

    କୋଲେସେଭେଲାମ, ଏକ ବିକ୍ରୟ ନାମ ୱେଲଚୋଲ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟେରଲ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାର ଚିକିତ୍ସା ପାଇଁ ସାଧାରଣତଃ ଷ୍ଟାଟିନ୍ ପସନ୍ଦ କରାଯାଏ ।[] ଆୟୁଷ ଉପରେ ପ୍ରଭାବ ଅସ୍ପଷ୍ଟ ।[] ଏହା ଟାଇପ୍-୨ ମଧୁମେହ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ବୁକୁଜ୍ୱାଳା, ଏବଂ ଅଇ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଅନ୍ତନଳୀ ଅବରୋଧ ଏବଂ ଚର୍ବି ଦ୍ରବଣକ୍ଷମ ଭିଟାମିନ୍ ଅଭାବ ହୋଇପାରେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ବାଇଲ୍ ଏସିଡ୍ ସିକ୍ୱେଷ୍ଟ୍ରାଣ୍ଟ ।[]

    ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋଲେସେଭେଲାମ ଅନୁମୋଦିତ ହୋଇଥିଲେ ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ୧୧୫ ପାଉଣ୍ଡ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ଏକ ମାସର ଚିକିତ୍ସା ନିମନ୍ତେ ପ୍ରାୟ ୭୦ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 3 4 5 6 7 "DailyMed - COLESEVELAM HCL tablet, film coated". dailymed.nlm.nih.gov. Archived from the original on 27 March 2021. Retrieved 6 January 2022.
    2. 1 2 "Colesevelam Monograph for Professionals". Drugs.com (in ଇଂରାଜୀ). Retrieved 6 January 2022.
    3. "Colesevelam (Welchol) Use During Pregnancy". Drugs.com (in ଇଂରାଜୀ). Archived from the original on 17 November 2021. Retrieved 6 January 2022.
    4. "Cholestagel". Archived from the original on 15 April 2021. Retrieved 6 January 2022.
    5. 1 2 "Colesevelam Prices, Coupons & Savings Tips - GoodRx". GoodRx. Retrieved 6 January 2022.
    6. BNF 81: March-September 2021. BMJ Group and the Pharmaceutical Press. 2021. p. 211. ISBN 978-0857114105.