କେରଙ୍ଗ
ଦେଖଣା
କେରଙ୍ଗ | |
|---|---|
ଗ୍ରାମ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଖୋର୍ଦ୍ଧା |
| ପଞ୍ଚାୟତ ସମିତି | ଖୋର୍ଦ୍ଧା ପଞ୍ଚାୟତ ସମିତି |
| ଗ୍ରାମ ପଞ୍ଚାୟତ | କେରଙ୍ଗ ଗ୍ରାମ ପଞ୍ଚାୟତ |
| ତହସିଲ | ଖୋର୍ଦ୍ଧା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୨୦୫୭[୧] |
| Area code | +୦୬୭୪ |
| ଯାନବାହାନ ପଞ୍ଚୀକରଣ | OD/୦୨ |
କେରଙ୍ଗ ଗାଁ' ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା [୨]ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଶିକ୍ଷା
[ସମ୍ପାଦନା]ଗ୍ରାମରେ ଜୟତୁନିଷା ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ଗ୍ରାମରେ ଏକ ମହାବିଦ୍ୟାଳୟ ଅଛି ।